33.1 C
Bhubaneswar
Saturday, April 27, 2024
Homeଅପରାଧଯୁବକଙ୍କ ଅସଦବ୍ୟବହାର ସହିନପାରି ଛାତ୍ରୀ କଲେ ଆତ୍ମହତ୍ୟା

ଯୁବକଙ୍କ ଅସଦବ୍ୟବହାର ସହିନପାରି ଛାତ୍ରୀ କଲେ ଆତ୍ମହତ୍ୟା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗୁଣ୍ଟୁରରେ ଏକ ଦୁଃଖଦ ଘଟଣା ସାମାନାକୁ ଆସିଛି । ଦଶମ ଶେଣୀରରେ ପଢୁଥିବା ଜଣେ ଛାତ୍ରୀକୁ ଜଣେ ଯୁବକଙ୍କ ଅସଦବ୍ୟବହାର ସହି ନପାରି ଆତ୍ମହତ୍ୟା କରିଛି । କୋରାପାଣ୍ଡି ଗ୍ରାମର ଏହି ଛାତ୍ରୀ ଜଣକ କୀଟନାଶକ ଖଇ ଆତ୍ମହତ୍ୟା କରିଛି । ଅତ୍ମହତ୍ୟା ପୁର୍ବରୁ ଛାତ୍ରୀ ଜଣକ ଗୋଟିଏ ଭିଡ଼ିଓ ବାନାଇଛି ଯେଉଁଥିରେ ସେ ବାରା ପ୍ରସାଦ ନାମକ ଜଣେ ବ୍ୟକ୍ତିର ନାଁ ନେଇଛି  ଓ କହିଛିକି ସେହି ଯୁବକର ଆଚରଣ ଯୋଗୁଁ ଝିଅଟି ଅତ୍ମହତ୍ୟା କରୁଛି । ଏହା ସହ ଛାତ୍ରୀ ଜଣକ ପ୍ରଶାସନକୁ ଅପିଲ କରି କହିଛନ୍ତି ଯେ ପୋଲିସ ବାରାପ୍ରସାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । କୀଟନାଶକ ଖାଇବା ପରେ ପରିବାରବର୍ଗ ଝିଅଟିକୁ ହସ୍ପିଟାଲ ନେଇଥିଲେ । ସେଠରେ ଦାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରିଛି । ଏହି ଆତ୍ମହତ୍ୟାର ଖବର ପାଇବା ପରେ ମହିଳା ଅୟୋଗ ପହଞ୍ଚି ପୀଡ଼ିତାର ଘର ଲୋକଙ୍କୁ ପଚରା ଉଚରା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking