33.1 C
Bhubaneswar
Friday, April 26, 2024
Homeଓଡିଶାଯାଜପୁର କଳିଙ୍ଗ ନଗର ଟାଟା ଷ୍ଟିଲ ରୁଅକ୍କ୍ସିଜେନ ସିଲିଣ୍ଡର ଆନ୍ଦ୍ର, ମହାରାଷ୍ଟ୍ର କୁ ପଠାଗଲା 

ଯାଜପୁର କଳିଙ୍ଗ ନଗର ଟାଟା ଷ୍ଟିଲ ରୁଅକ୍କ୍ସିଜେନ ସିଲିଣ୍ଡର ଆନ୍ଦ୍ର, ମହାରାଷ୍ଟ୍ର କୁ ପଠାଗଲା 

ଯାଜପୁର କଳିଙ୍ଗ ନଗର ଟାଟା ଷ୍ଟିଲ ରୁଅକ୍କ୍ସିଜେନ ସିଲିଣ୍ଡର ଆନ୍ଦ୍ର, ମହାରାଷ୍ଟ୍ର କୁ ପଠାଗଲା

ଯାଜପୁର: ଜିଲ୍ଲାର କଳିଙ୍ଗ ନଗର ଷ୍ଟିଲ ହବ ଥିବା ଟାଟା ଷ୍ଟିଲ କାରଖାନା ରୁ ଆନ୍ଦ୍ର, ମହାରାଷ୍ଟ୍ର କୁ ଅକ୍କ୍ସିଜେନ ଅଭାବ ଦୁର କରିବା ପାଇଁ ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ ଯାଜପୁର ପୋଲିସ ଏସ୍କର୍ଟ ରେ ଅକ୍ସିଜେନ ଭ୍ୟାନ ରେ ପଠା ଯାଇଥିବା ର ଖବର ହସ୍ତ ଗତ ହୋଇଛି l ଉକ୍ତ ରାଜ୍ୟ ଗୁଡିକ ରେ ଆକ୍ସିଜେନ ଅଭାବ ଯୋଗୁ କରୋନା ରୋଗୀ ମୃତ୍ୟୁ ବରଣ କରୁ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ସିଜେନ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking