39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବଦଳିଲେ ଗୋଆ ରାଜ୍ୟପାଳ

ବଦଳିଲେ ଗୋଆ ରାଜ୍ୟପାଳ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବଦଳି ହୋଇଛି । ମେଘାଳୟର ନୂଆ ରାଜ୍ୟପାଳ ହୋଇଛନ୍ତି ସତ୍ୟପାଲ । ସେହିପରି ଅତିରିକ୍ତ ଭାବେ ଗୋଆ ଦାୟିତ୍ୱ ଏବେ ତୁଲାଇବେ ଭଗତ ସିଂହ କୋସିୟାରୀ । କୋସିୟାରୀ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking