26.1 C
Bhubaneswar
Friday, March 29, 2024
Homeଓଡିଶାପୋଖରୀରେ ବୁଡ଼ି ମା, ପୁଅ ମୃତ

ପୋଖରୀରେ ବୁଡ଼ି ମା, ପୁଅ ମୃତ

ଭୁବନେଶ୍ଵର: ନବରଙ୍ଗପୁର ସ୍ଥିତ ରାଇଘର ବ୍ଲକ ହାଟବରଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ପାଣିରେ ବୁଡ଼ି ମାଆ ରୋଶନୀ ଗଣ୍ଡ ଓ ଅଢ଼େଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି । ପୋଖରୀକୁ ଶୌଚ ହେବା କଥା କହି ଶିଶୁ ପୁତ୍ରକୁ ଧରି ମାଆ ପୋଖରୀକୁ ଡ଼େଇଁ ପଡ଼ିଥିବା ସୂଚନା ମିଳିଛି । ରୋଶନୀ ଗଣ୍ଡ ମାନସିକ ବିକୃତ ଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking