26.1 C
Bhubaneswar
Wednesday, November 25, 2026
Homeଓଡିଶାଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଗଠିତ ତଥ୍ୟ ଅନୁଧ୍ୟାନ କମିଟି

ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଗଠିତ ତଥ୍ୟ ଅନୁଧ୍ୟାନ କମିଟି

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବାତ୍ୟା ଅର୍ଣ୍ଣବ ଦ୍ୱାରା ଘଟିଥିବା କ୍ଷୟକ୍ଷତି ଓ ବନ୍ୟା ପରିସ୍ଥିତିର ସଠିକ ପରିଚାଳନା ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଗଠିତ ତଥ୍ୟ ଅନୁଧ୍ୟାନ କମିଟି ଆଜି  ଦିନ ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ, ଆବାହକ ଶ୍ରୀ ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ରାଘବ ପରିଡା, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଗଞ୍ଜାମ ଜିଲ୍ଲା ସଭାପତି (ପଶ୍ଚିମ) ଦଣ୍ଡପାଣି ପାତ୍ର, ରାଜ୍ୟ ସୋସିଆଲ ମେଡ଼ିଆ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି, ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ, ସାଧାରଣ ସମ୍ପାଦିକା ଉଷାରାଣୀ ବେହେରା, ଉପସଭାପତି ଏସ ସି ପ୍ରକୋଷ୍ଠ ଶ୍ରୀ ଭୋକାଳି ସେଠି, କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ମଣ୍ଡଳ ଓ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତାମାନେ ପୁରୁଷୋତ୍ତମପୁର, ଖଲିକୋଟ, ବେଲଗୁଣ୍ଠା, ଭଞ୍ଜନଗର, ଆସିକା ଆଦି ବ୍ଲକର ପ୍ରଭାବିତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିଥିଲେ ଓ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ କରିଥିଲେ। ପ୍ରଶାସନର ଉଦାସୀନତା ଓ ଅବହେଳା ବିଷୟରେ ସାଧାରଣ ଜନତା ଅନେକ ଅଭିଯୋଗ କରିଥିଲେ। ଆସନ୍ତା କାଲି ମଧ୍ୟ ପୂର୍ବ ଗଞ୍ଜାମର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking