27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଇଣ୍ଡୋନେସିଆ: ଆଗ୍ନେୟଗିରି ଲାଭାରେ ୧୧ ମୃତ

ଇଣ୍ଡୋନେସିଆ: ଆଗ୍ନେୟଗିରି ଲାଭାରେ ୧୧ ମୃତ

ଜାକର୍ତ୍ତା : ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଥିବା ମାଉଣ୍ଟ ମାରାପି ଆଗ୍ନେୟଗିରି ରବିବାର ପୁଣି ସକ୍ରିୟ ହୋଇପଡିଥିବାବେଳେ ଏଥିରୁ ଉତ୍ତପ୍ତ ଲାଭା ନିର୍ଗତ ହେବାରେ ଲାଗିଛି । ଆଗ୍ନେୟଗିରିରୁ ବାହାରୁଥିବା ଧୂଆଁ ଓ ପାଉଁଶ ପ୍ରାୟ ୩ ହଜାର ମିଟର ଉଚ୍ଚତାକୁ ଛୁଇଁଥିବା କୁହାଯାଇଛି ।

ଏହି ପରିପ୍ରେକ୍ଷୀରେ ୧୧ ଜଣ ପର୍ବତାରୋହୀ ପ୍ରାଣ ହରାଇଥିବାବେଳେ ୧୫ ଜଣଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି । ଆଗ୍ନେୟଗିରି ସକ୍ରିୟ ହେବା ସମୟରେ ସେଠାରେ ୭୫ ଜଣ ପର୍ବତାରୋହୀ ରହିଥିବା କୁହାଯାଇଛି । ଅନ୍ୟ ପର୍ବତାରୋହୀଙ୍କୁ ଠାବ କରିବା ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking