29.1 C
Bhubaneswar
Friday, November 6, 2026
Homeଓଡିଶାଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ପୋଡାଜଳା

ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ପୋଡାଜଳା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଦର୍ଲିପାଲିରେ ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୋଡ଼ାଜଳା । ଅଗ୍ନିଶମ ଗାଡ଼ିକୁ ମଧ୍ୟ ଅଟକାଇଲେ ପ୍ରତିବାଦକାରୀ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଗତକାଲି ଗୁଳିକାଣ୍ଡରେ ଜଣେ ଯୁବକଙ୍କ ହୋଇଥିଲା ମୃତ୍ୟୁ । ଆଜି ଉତ୍ୟକ୍ତ ଲୋକେ UFTOA କାର୍ଯ୍ୟାଳୟ ଜାଳିଦେଇଛନ୍ତି ।  ଅନ୍ୟପଟେ ପୁଲିସ ୧୧ ଜଣକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking