27.1 C
Bhubaneswar
Saturday, July 27, 2024
Homeଓଡିଶାଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି

ଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ବଢିବ ତାତି । ରାଜଧାନୀରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବା ସମ୍ଭାବନା । ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହେବାରୁ ତାତି ବଢିବ । ତେବେ ଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି । ପଶ୍ଚିମ ଝଡ ପ୍ରଭାବରେ ରାଜ୍ୟରେ ଉତ୍ତର ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।  କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା , ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀ ଜିଲ୍ଲାରେ ୨୨ ରୁ ୨୬ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking