25.8 C
Bhubaneswar
Saturday, July 27, 2024
Homeଓଡିଶାହତ୍ୟା ମାମଲା : ଛାତ୍ର ବିଜେଡି ନେତା ଗିରଫ

ହତ୍ୟା ମାମଲା : ଛାତ୍ର ବିଜେଡି ନେତା ଗିରଫ

ପାରଳାଖେମୁଣ୍ଡି : କରଣସାହି ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲା । ମାଷ୍ଟରମାଇଣ୍ଡି ଅମିତ ପଟ୍ଟନାୟକ ସହିତ ୩ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଅମିତ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଥିବା ସୂତନା । ୨୪ ଗ୍ରାମ ସୁନା, ୪ ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଗାଡି ଜବତ । ଚୋରି ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଥିବା ଗଜପତି ଏସ୍‌ପିଙ୍କ ସୂଚନା ।

ଆସନ୍ତାକାଲି ଠାରୁ ତାତିରୁ ମିଳିପାରେ ଆସ୍ୱସ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking