27.1 C
Bhubaneswar
Thursday, July 31, 2025
Homeଖେଳଆଜିଠୁ ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜ

ଆଜିଠୁ ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମରେ ମହିଳା ଟି-୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ :ଭାରତୀୟ ମହିଳା କ୍ରିକେଟର ଙ୍କ ଭଲ ଖେଳ ପ୍ରଦର୍ଶନ ଛଡା ଇଂଲଣ୍ଡ , ଦକ୍ଷିଣ ଆଫ୍ରିକା , ଓ ୱେଷ୍ଟ ଇଣ୍ଡିଜ ନିଜ ବିପକ୍ଷରେ ଖେଳିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ।ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ୍‌ ପ୍ରତି‌ଯୋଗିତାର ତୃତୀୟ ସଂସ୍କରଣ ବୁଧବାରଠୁ ସାର୍‌ଜାରେ ଅନୁଷ୍ଠିତ ହେବ। । ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟ୍‌ଇଣ୍ଡିଜ୍‌, ଶ୍ରୀଲଙ୍କା, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଥାଇଲାଣ୍ଡର ତାରକା ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରତି ଦଳରେ ୧୫ ଜଣ ଲେଖାଏଁ ଖେଳାଳି ରହିଥିଲା ବେଳେ ସେଥିରେ ୪ ଜଣ ଲେଖାଏଁ ବିଦେଶୀ ଖେଳାଳିଙ୍କୁ ସାମିଲ କରାଯାଇଛି। ଫଳରେ ୩ ଦଳର ମୋଟ ୪୫ ଖେଳାଳିଙ୍କ ମଧ୍ୟରେ ୧୨ ବିଦେଶୀ ରହିଛନ୍ତି। ବୁଧବାର ଉଦ୍‌ଘାଟନୀ ମୁକାବିଲାରେ ମିତାଲି ରାଜଙ୍କ ନେତୃତ୍ବାଧୀନ ଭେଲୋସିଟିକୁ ଭେଟିବ। ପ୍ରତ୍ୟେକ ମ୍ୟାଚ୍‌ ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିଲା ବେଳେ ଭାରତୀୟ ସମୟ ରାତି ୭.୩୦ରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking