25.1 C
Bhubaneswar
Tuesday, October 22, 2024
Homeଓଡିଶାମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତିକରଣ ବଢିବ : ମୋଦି

ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତିକରଣ ବଢିବ : ମୋଦି

ଭୁବନେଶ୍ୱର: ମହିଳା ସଂରକ୍ଷଣ ବିଲ୍ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ମହିଳା ସଂରକ୍ଷଣ ବିଲ୍ ହେବ ନାରୀ ଶକ୍ତି ଅଧିନିୟମ । ମହିଳା ସଂରକ୍ଷଣ ବିଲ୍ ଦ୍ୱାରା ମହିଳାଙ୍କ ସଶକ୍ତୀକରଣ ବଢିବ । ବିଲ୍ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ । ଐତିହାସିକ ମହିଳା ସଂରକ୍ଷଣ ବିଲ୍‌କୁ ସମସ୍ତେ ସର୍ବସମ୍ମତ ପାରିତ କରନ୍ତୁ । ମହିଳା ସଂରକ୍ଷଣ ଅଧିନିୟମ ଦ୍ୱାରା ନାରୀ ସଶକ୍ତିକରଣ ବଢିବ ବୋଲି କହିଛନ୍ତି ମୋଦି । ମହିଳା ସଶକ୍ତୀକରଣ ଦିଗରେ ଆଜିର ଦିନ ଐତିହାସିକ ହେବ ।

ଆଜି ୧୫ ଜିଲ୍ଲାରେ ପ୍ରବଳ ବର୍ଷିବ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking