Homeଓଡିଶାମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି ଓଡିଶାରାଜନୀତି ମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି By Ona Khabara 21/02/2024 0 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ଭୁବନେଶ୍ୱରରେ ମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି । ନବୀନ ନିବାସ ଯାଉଥିବା ମହିଳା କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ପୋଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି , ଠେଲାପେଲା ; ପୋଲିସ ନାକେଦମ । ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ Share FacebookTwitterPinterestWhatsAppLinkedinReddItTelegram Previous articleଜନଜାତି ଭାଇ ଭଉଣୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶNext articleସମ୍ପୂର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍ Ona Khabara LEAVE A REPLY Cancel reply Comment: Please enter your comment! Name:* Please enter your name here Email:* You have entered an incorrect email address! Please enter your email address here Website: Save my name, email, and website in this browser for the next time I comment. 5,005FansLike2,475FollowersFollow12,700SubscribersSubscribe Most Popular ଯୌତୁକ ପାଇଁ ନୂଆ ବୋହୂର ଜୀବନ ନେଲେ ଶ୍ୱଶୁର ଘର ଲୋକେ 03/07/2025 ସ୍ତ୍ରୀକୁ ଗଳାକାଟି ହତ୍ୟା କଲା ସ୍ୱାମୀ 03/07/2025 କାର ଦୁର୍ଘଟଣାରେ ଦୁଇ ପର୍ତ୍ତୁଗୀଜ ଫୁଟବଲ ତାରକାଙ୍କ ମୃତ୍ୟୁ 03/07/2025 ବର୍ଷା ଦିନେ ଏହି ରୋଗ ପ୍ରତି ସତର୍କ ରୁହନ୍ତୁ 03/07/2025 HOT NEWS ଓଡିଶା ପଦବିର ଅପବ୍ୟବହାର କରୁଛନ୍ତି ବାବୁ: ଅରଜିତ ପଶାୟତ ଓଡିଶା ଶିମିଳିପାଳରେ ଭୁସ୍ଖଳନ ଦେଶ ବିଦେଶ ‘ଧର୍ମ ଚକ୍ରବର୍ତ୍ତୀ’ ଉପାଧିରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ମୋଦି ଦେଶ ବିଦେଶ ରବିବାର ଦିନ ବେଙ୍ଗାଲୁରୁରେ ଏହି ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ରହିବ ନାହିଁ