39.6 C
Bhubaneswar
Thursday, June 18, 2026
Homeଓଡିଶାଶିମିଳିପାଳରେ ଭୁସ୍ଖଳନ

ଶିମିଳିପାଳରେ ଭୁସ୍ଖଳନ

ମୟୁରଭଞ୍ଜ: ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ଭୁସ୍ଖଳନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଭିତରେ ଭୁସ୍ଖଳନ ହୋଇଛି । କାଳିକାପ୍ରସାଦର ଗୁଡଗୁଡିଆ ରାସ୍ତା ମଧ୍ୟରେ ଭୁସ୍ଖଳନ  ହୋଇଛି । ଭୁସ୍ଖଳନ ଯୋଗୁଁ  ରାସ୍ତା କ୍ଷତିଗ୍ରସ୍ତ  ହୋଇଥିବା  ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ  ମରାମତି କାମ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking