28.1 C
Bhubaneswar
Saturday, July 27, 2024
Homeଓଡିଶାମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ଭୁବନେଶ୍ୱରରେ ମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି । ନବୀନ ନିବାସ ଯାଉଥିବା ମହିଳା କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ପୋଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି , ଠେଲାପେଲା ; ପୋଲିସ ନାକେଦମ ।

ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking