36.1 C
Bhubaneswar
Thursday, May 21, 2026
Homeଓଡିଶାକାଠଯୋଡି ନଦୀ ପଠାରୁ ମହିଳାଙ୍କ ଅଧାପୋତା ମୃତଦେହ ଉଦ୍ଧାର

କାଠଯୋଡି ନଦୀ ପଠାରୁ ମହିଳାଙ୍କ ଅଧାପୋତା ମୃତଦେହ ଉଦ୍ଧାର

କଟକ: ନଦୀ ପଠାରୁ ଅଧାପୋତା ଅବସ୍ଥାରେ ମହିଳାଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । କାଠଯୋଡି ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । କୁକୁର ମୃତଦେହ ଖାଉଥିବା ବେଳେ ସ୍ଥାନୀୟଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking