29.1 C
Bhubaneswar
Saturday, April 27, 2024
Homeକରୋନା ଓଡିଶାରାଜ୍ୟରେ କମିବ ପାରଦ ସ୍ତର ବଢିବ ଶୀତ : ପୁଣି ବଢିପାରେ କରୋନର ଆଶଙ୍କା

ରାଜ୍ୟରେ କମିବ ପାରଦ ସ୍ତର ବଢିବ ଶୀତ : ପୁଣି ବଢିପାରେ କରୋନର ଆଶଙ୍କା

ଭୁବନେଶ୍ୱର : ଓଡ଼ିଶାର କେତେକ ସ୍ଥାନରେ ଶୀତ ଅନୂଭୁତ ହେବାକୁ ଲାଗିଲାଣି । ବର୍ତମାନ ଓଡ଼ିଶାର ଆଭ୍ୟନ୍ତରୀଣ କେତେକ ସ୍ଥାନରେ ଶୀତର ପାର୍ଦୁଭାବ ଅନୂଭୁତ ହେବାକୁ ଲାଗିଲାଣି ।କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଆଜି ସ୍ୱଭାବିକ ଠାରୁ ୨ ଡିଗ୍ରୀ କମ୍‌କୁ ଖସିଛି ।ଉପକୂଳ ଏଭଳି ସର୍ବନିମ୍ନ ତାପମାତ୍ରା ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ରହିପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏପରି ତାପମାତ୍ରା ଜାରି ରହିବ । ନଭେମ୍ବର ୫ ତାରିଖରୁ ଆହୁରୀ ସର୍ବନିମ୍ନ ତାପମାତ୍ରା ଅନୂଭୁତ ହେବ । ପାରଦ ସ୍ତର ତଳକୁ ଖସିବ ।ଏପରି ସର୍ବନିମ୍ନ ତାପମାତ୍ରାରେ କରୋନାର ସଂକ୍ରମିତ ବୃଦ୍ଧି ପାଇବାର ଆଶଙ୍କା ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking