37.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଶୀତରେ ଥରୁଛି ରାଜ୍ୟ

ଶୀତରେ ଥରୁଛି ରାଜ୍ୟ

ଭୁବନେଶ୍ୱର : ଶୀତର ପ୍ରକୋପରେ ଥରୁଛି ସାରା ଓଡ଼ିଶା । କ୍ରମାଗତ ଭାବେ ତାପମାତ୍ରା ଖସୁଥିବାରୁ ଶୀତ ମଧ୍ୟ ବଢିବାରେ ଲାଗିଛି । ତେବେ ସୋନପୁର ସହର ୭.୬ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବରେ ରେକଡ଼ ସୃଷ୍ଟି କରିଛି । ତେବେ କୁହୁଡ଼ି ପାଇଁ ଞ୍ଚ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜଗତସିଂପୁର ଭଦ୍ରକ, କେନ୍ଦ୍ରପଡ଼ା ,ଯାଯପୁର. କଟକ ,ପୁରୀ ,ଢେଙ୍କାନାଳ ଆଦି ଏହି ଜିଲ୍ଲା ଅନ୍ତର୍ଗତ । ଆସନନ୍ତା ୫ ‌ଦିନ ଯାଏ ପାଗ ସୁଖିଲା ରହିବା ସହିତ ଅନ୍ୟଜିଲ୍ଲା ମାନଙ୍କରେ ମଧ୍ୟ ସାମାନ୍ୟ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking