37.1 C
Bhubaneswar
Monday, May 20, 2024
Homeଓଡିଶାନିସ୍ୱାର୍ଥପର ଭାବେ କାମ କରିବି: ପାଣ୍ଡିଆନ

ନିସ୍ୱାର୍ଥପର ଭାବେ କାମ କରିବି: ପାଣ୍ଡିଆନ

ଭୁବନେଶ୍ୱର: ବିଜେଡିରେ ଯୋଗଦେବା ପରେ ଭିକେ ପାଣ୍ଡିଆନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଗାଇଡାନ୍ସରେ ମୁଁ କାର୍ଯ୍ୟ କରିବି । ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଓଡିଶାବାସୀଙ୍କ କାମ କରିବି । ନିଷ୍ଠା, ନମ୍ରତା, ନିସ୍ୱାର୍ଥପର ଭାବେ କାମ କରିବିି ବୋଲି କହିଛନ୍ତି ଶ୍ରୀ ଭିକେ ପାଣ୍ଡିଆନ୍ ।

ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି: ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking