32.1 C
Bhubaneswar
Thursday, March 28, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ଆସିଲା ବୁଥ୍ ବାହୁଡା ମତ…

କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ଆସିଲା ବୁଥ୍ ବାହୁଡା ମତ…

କର୍ଣ୍ଣାଟକ: କର୍ଣ୍ଣାଟକରେ କିଏ ଗଢିବ ସରକାର ? କାହାର ହେବ କର୍ଣ୍ଣାଟକ? ବିଜେପି ପୁଣିଥରେ କ୍ଷମତା ଦଖଲ କରିବ? ନା, କଂଗ୍ରେସ ପୁଣି କମବ୍ୟାକ୍ କରିବ ସେନେଇ କର୍ଣ୍ଣାଟକରୁ ଆସିଛି ବୁଥ୍ ବାହୁଡା ମତ ଗୋଟିଏ ପଟେ କିଛି ସର୍ଭେରେ କଂଗ୍ରେସକୁ ବହୁମତ ମିଳିବା ନେଇ ଅନୁମାନ କରାଯାଉଥିବାବେଳେ, ଅନ୍ୟ କିଛି ସର୍ଭେରେ ବିଜେପି ବଡ ଦଳ ହେଇ ଉଭା ହେବ ବୋଲି କୁହାଯାଉଛି ସେହିପରି ଅନ୍ୟ କିଛି ସର୍ଭେରେ ରାଜ୍ୟରେ ଝୁଲା ବିଧାନସଭା ଦେଖିବାକୁ ମିଳୁଥିବାବେଳେ, ଜେଡିଏସ୍ କିଙ୍ଗ ମେକର ହେବ ବୋଲି କୁହାଯାଉଛି ତେବେ ଦେଖନ୍ତୁ, ବିଭିନ୍ନ ସର୍ଭେର ଏକଜିଟ୍

କର୍ଣ୍ଣାଟକ ବିଧାନସଭାର ମୋଟ ସିଟ୍ ସଂଖ୍ୟା ୨୨୪ ହୋଇଥିବାବେଳେ, ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ଏଥର ମୈଦାନରେ ରହିଛନ୍ତି ସେମାନଙ୍କ ଭିତରୁ ୨୪୩୦ ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ, ୧୮୪ ଜଣ ହେଉଛନ୍ତି ମହିଳା ପ୍ରାର୍ଥୀ ଏବଂ ଜଣେ ତୃତୀୟ ଲିଙ୍ଗୀ ତେବେ କର୍ଣ୍ଣାଟକରେ ମୋଟ୍ ଭୋଟରଙ୍କ ସଂଖ୍ୟା . କୋଟି ହୋଇଥିବାବେଳେ ଏଥର ୧୧.୭୧ ଲକ୍ଷ ଭୋଟର ହେଉଛନ୍ତି ପ୍ରଥମ ଭୋଟର ତେବେ କର୍ଣ୍ଣାଟକରେ ପୁରୁଷ ଭୋଟରଙ୍କ ସଂଖ୍ୟା .୬୬ କୋଟି ହୋଇଥିବାବେଳେ, ମହିଳା ଭୋଟରଙ୍କ ସଂଖ୍ୟା ହେଉଛି .୬୩ କୋଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking