31.1 C
Bhubaneswar
Tuesday, May 21, 2024
Homeଓଡିଶା୫ଟି ସଚିବ ଗଲେ ତାଙ୍କ କଥା ସମସ୍ତେ ଶୁଣୁଛନ୍ତି, ମନ୍ତ୍ରୀଙ୍କୁ ପଚାରେ କିଏ: ନରସିଂହ

୫ଟି ସଚିବ ଗଲେ ତାଙ୍କ କଥା ସମସ୍ତେ ଶୁଣୁଛନ୍ତି, ମନ୍ତ୍ରୀଙ୍କୁ ପଚାରେ କିଏ: ନରସିଂହ

ଭୁବନେଶ୍ୱର: ଓଡିଶାରେ ଅଫିସର ରାଜ୍ କହିଲେ ନରସିଂହ ମିଶ୍ର । ଲୋକଙ୍କ ଅଭିଯୋଗ ଶୁଣିଲେ ବି ମନ୍ତ୍ରୀ କିଛି କରିପାରିବେ ନାହିଁ । ୫ଟି ସଚିବ ଗଲେ ତାଙ୍କ କଥା ସମସ୍ତେ ଶୁଣୁଛନ୍ତି,ମନ୍ତ୍ରୀଙ୍କୁ ପଚାରେ କିଏ । ଯେଉଁଠି ମନ୍ତ୍ରୀ ତମ୍ବ ଟାଣିବେ,ଚୌକି ବୋହିବେ, ତାଙ୍କୁ କିଏ ଶୁଣିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ନରସିଂହ ମିଶ୍ର ।

୫-ଟି ସଚିବଙ୍କ ଗସ୍ତରେ ୫ଶହ କୋଟି ଖର୍ଚ୍ଚ : ବିଜେପି

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking