34.1 C
Bhubaneswar
Wednesday, May 1, 2024
Homeଓଡିଶାବାଣିକ୍ ପ୍ରସଙ୍ଗ ବିଧାନସଭାରେ ଉଠାଇବୁ:ସାଲୁଜା

ବାଣିକ୍ ପ୍ରସଙ୍ଗ ବିଧାନସଭାରେ ଉଠାଇବୁ:ସାଲୁଜା

ଭୁବନେଶ୍ୱର: ବାଣିକ୍ ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା । କୋଚିଂ ସେଣ୍ଟର ବଣିକରେ ଜିଏସ୍‌ଟି କେଡ୍ ନେଇ ସାଲୁଜାଙ୍କ କଡା ମନ୍ତବ୍ୟ । ଓଡିଶାରେ ଯେତେ ଚାକିରି,ସବୁଥିରେ ବିଜେଡି ସମୃକ୍ତ କହିଲେ ସାଲୁଜା । ବିଜେଡି ଲୋକେ ଆଇଟି ସେଲରେ ରହି ମେଧାବୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ଏକଥା ନିଶ୍ଚିତ ବିଧାନସଭାରେ ଉଠିବ ବୋଲି କହିଛନ୍ତି ସାଲୁଜା ।

ଓଡିଶା ପୋଲିସର ପାରିବା ପଣିଆ ଜଣା ପଡିଗଲା : ଜୟ ନାରାୟଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking