30.1 C
Bhubaneswar
Thursday, May 29, 2025
Homeବ୍ରେକୀଙ୍ଗଭୋଟର ମାନଙ୍କୁ ସଚେତନ ଉଦ୍ଧେଶ୍ୟରେ ଆରମ୍ଭ ହୋଇଛି ଭୋଟର ସଚେତନତା ରଥ

ଭୋଟର ମାନଙ୍କୁ ସଚେତନ ଉଦ୍ଧେଶ୍ୟରେ ଆରମ୍ଭ ହୋଇଛି ଭୋଟର ସଚେତନତା ରଥ

ଯାଜପୁର: ଯାଜପୁର ଜିଲାର ଭୋଟର ମାନଙ୍କୁ ସଚେତନ କରିବା ଉଦ୍ଧେଶ୍ୟରେ ଆରମ୍ଭ ହୋଇଛି ଭୋଟର ସଚେତନତା ରଥ । ରଥ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସଂପୁର୍ଣ୍ଣ ଜିଲା ପରିକ୍ରମା କରିବ । ଅତିରିକ୍ତ ଜିଲପାଳ ମିହିର ପ୍ରସାଦ ମହାନ୍ତି ପତାକା ହଲାଇ ଏହି ରଥର ଶୁଭାରମ୍ଭ କରିଛନ୍ତି । ଭୋଟର ତାଲିକା ସଂଶୋଧନ,ନିଜ ଭୋଟ ଗ୍ରହଣ କେନ୍ଦ୍ର ସଂପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି ରଥ ପରିକ୍ରମା କରୁଛି ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ,ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking