26.1 C
Bhubaneswar
Saturday, July 5, 2025
Homeଓଡିଶାବିସିକେଶନ ମାଝୀଙ୍କୁ ମିଳିନି ସହାୟତା

ବିସିକେଶନ ମାଝୀଙ୍କୁ ମିଳିନି ସହାୟତା

କଳାହାଣ୍ଡି: ସରକାର ଗରିବ , ଅସହାୟ ଓ ଭିନ୍ନକ୍ଷମ ଲୋକମାନେ ଯେପରି ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ହେବେ ତଥା ମୁଖ୍ୟସ୍ରୋତ ରେ ସାମିଲ ହୋଇପାରିବେ ସେ ଦିଗରେ ନେଇଛନ୍ତି ଅନେକ ପଦକ୍ଷେପ।ତାଙ୍କୁ ବିଭନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଯେପରି ବ୍ୟାଙ୍କ, ପ୍ରାଥମିକ କୃଷି ସମବାୟ ସମିତି ଋଣ ର ବ୍ୟବସ୍ତା କରିଛନ୍ତି। କିନ୍ତୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଖଇରମାଲ ଗ୍ରାମର ବିସିକେଶନ ମାଝୀ ଙ୍କୁ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ କିଛି ସହାୟତା। ସେ ଏକ ମିସ୍ତ୍ରୀ ହୋଇଥିବା ବେଳେ ୨୦୧୬ ମସିହାରେକିଛି କାମ କରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଅକର୍ମଣ୍ୟ ହୋଇଯାଇଛନ୍ତି। ସରକାରୀ ସହାୟତା କହିଲେ ଚାଉଳ ଓ ଭତ୍ତା। କିନ୍ତୁ ପରିବାର ସେଥିରେ ପ୍ରତିପୋଷଣ ହେଉନାହିଁ। ଲୋକଙ୍କ ସାହାଯ୍ୟ କ୍ରମେ ସେ ଛୋଟିଆ କୁକୁଡ଼ା ବ୍ୟବସାୟଟି ଆରମ୍ଭ କରିଛନ୍ତି। କିଛି ସରକାରୀ ଋଣ ମିଳିଲେ ସେ ବ୍ୟବସାୟ କୁ ଟିକେ ଆଗକୁ ନେଇପାରନ୍ତେ ବୋଲି କହିଛନ୍ତି । ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking