27.1 C
Bhubaneswar
Monday, June 22, 2026
Homeଓଡିଶାପୌର ପରିଷଦରେ  ପଶିଲା ଭିଜିଲାନ୍ସ ରେଡ

ପୌର ପରିଷଦରେ  ପଶିଲା ଭିଜିଲାନ୍ସ ରେଡ

ଝାରସୁଗୁଡା : ଝାରସୁଗୁଡା ପୌରପରିଷଦରେ ଭିଜିଲାନ୍ସ ରେଡ କରିଛି । ପୌର ପରିଷଦର ଆକାଉଣ୍ଟ ବିଭାଗରେ ଖୋଳତାଡ  ଜାରି ରଖିଛି । ୭୨ ଲକ୍ଷ ୧୭ ହଜାର ଟଙ୍କା ହେରଫେର ଘଟଣାରେ ରେଡ କରିଛି । କିଛି କର୍ମଚାରୀ ଟଙ୍କା ନେଇ ପୈଠ କରିନଥିବା ଅଭିଯୋଗରେ ଭିଜିଲାନ୍ସ  ଝାରସୁଗୁଡା ପୌରପରିଷଦରେ  ରେଡ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking