35.9 C
Bhubaneswar
Friday, June 19, 2026
Homeଓଡିଶାସରଣ୍ଡା ଏନକାଉଣ୍ଟର ପ୍ରତିବାଦରେ ମାଓ ସଂଗଠନର ଭିଡିଓ ବାର୍ତ୍ତା

ସରଣ୍ଡା ଏନକାଉଣ୍ଟର ପ୍ରତିବାଦରେ ମାଓ ସଂଗଠନର ଭିଡିଓ ବାର୍ତ୍ତା

ରାଉରକେଲା: ସରଣ୍ଡା ଏନକାଉଣ୍ଟର ପ୍ରତିବାଦରେ ମାଓ ସଂଗଠନର ଭିଡିଓ ବାର୍ତ୍ତା। ସରଣ୍ଡା ଏନକାଉଣ୍ଟର ପ୍ରତିବାଦରେ ଝାରଖଣ୍ଡ – ବିହାର ସିପିଆଇ ମାଓସଂଗଠନର ପ୍ରବକ୍ତା ଆଜାଦ ଜାରି କରିଛନ୍ତି ଭିଡିଓ ବାର୍ତ୍ତା। ବାର୍ତ୍ତାରେ ମାଓ ସଂଗଠନ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଡା ନିନ୍ଦା କରି କହିଛି ଯେ ଆକାଶମାର୍ଗରୁ ଅମାନୁଷିକ ଗୁଳିବର୍ଷଣ ସହ ଜିିପିଆରଏସ ଲଗାଯାଇଛି । ବିଷ ଦେଇ ଯୋଜନାବଧ ଭାବେ ମାଓବାଦୀଙ୍କୁ ହତ୍ୟା କରାଯାଇଥିବା ସଂଗଠନ ଅଭିଯୋଗ କରିଛି । ସୂଚନା ଅନୁସାରେ ପୁଲିସ ସହ ମାଓବାଦୀଙ୍କ ଗୁଳିବିନିମୟରେ ଦୁର୍ଦାନ୍ତ ମାଓ ନେତାଙ୍କ ସହ ୧୭ଜଣ ଟଳି ପଡିଥିଲେ । ଏହାସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିଲା ସୁରକ୍ଷାବାହିନୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking