ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ବଡ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ବିକାଶର ମଡେଲ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସେ କହିଛନ୍ତି ଦିଲ୍ଲୀବାସୀ ମୋଦିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । କେଜ୍ରିୱାଲଙ୍କୁ ଦିଲ୍ଲୀବାସୀ ପରାଜୟ କରିଛନ୍ତି । କେଜ୍ରିୱାଲଙ୍କୁ ଦିଲ୍ଲୀବାସୀ ଉଚିତ ଶିକ୍ଷା ଦେଇଛନ୍ତି ।