ଭୁବନେଶ୍ୱର : ୨୦୨୩ ସୁଦ୍ଧା ରାଜ୍ୟରୁ ଦୂର ହେବ ଜଳାନ୍ତକ । ଓଡିଶାକୁ ଜଳାନ୍ତକ ରୋଗରୁ ମୁକ୍ତ କରାଯିବ । ବୁଲା କୁକୁରଙ୍କ ଭ୍ୟାକ୍ସିନେସନ୍ କରିବେ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ।