28.9 C
Bhubaneswar
Wednesday, July 22, 2026
Homeଦେଶ ବିଦେଶମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ : ରୁଷ୍‌-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋ ଉପରେ ୪୦୦ରୁ ଅଧିକ ଡ୍ରୋନ୍‌ ଯୋଗେ ଆକ୍ରମଣ କରିଛି। ଏହି ଆକ୍ରମଣରେ ମସ୍କୋ ନିକଟସ୍ଥ ଅନେକ ଶିଳ୍ପାଞ୍ଚଳ ଓ ତୈଳ ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ବହୁ ନାଗରିକ ଆହତ ହୋଇଛନ୍ତି। ଏହାସହ ରୁଷର ତୈଳବାହୀ ଜାହାଜ ଉପରେ ମଧ୍ୟ ୟୁକ୍ରେନ୍‌ ଆକ୍ରମଣ କରିଛି। ସାମରିକ ଉଷ୍ମତା ମଧ୍ୟରେ ୟୁକ୍ରେନ୍‌ କ୍ରମାଗତ ଭାବେ ରୁଷ୍‌ର ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣର ସାମ୍ନା କରୁଛି, ଯେଉଁଥିରେ ପାଭ୍‌ଲୋଗ୍ରାଡ ସହରରେ ଜଣେ ୧୩ ବର୍ଷର ନାବାଳିକାଙ୍କ ସମେତ ୧୩ ଜଣ ନାଗରିକ ଗୁରୁତର ହୋଇଛନ୍ତି। ସୀମାରେ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବେ ନିଜ ଦେଶ ଭିତରେ ବଡ଼ ଧରଣର ରାଜନୈତିକ ସଙ୍କଟର ସାମ୍ନା କରୁଥିବା ଜଣାପଡ଼ିଛି। ରୁଷ୍‌ ମଧ୍ୟ ୟୁକ୍ରେନ୍‌ର ଏହି ଆକ୍ରମଣ ଉପରେ କଡ଼ା ଜବାବ ଦେଇଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking