27.1 C
Bhubaneswar
Saturday, July 27, 2024
Homeଓଡିଶାଦୁଇ ଚୋର ଗିରଫ : ଚୋରି ଜିନିଷ ଉଦ୍ଧାର

ଦୁଇ ଚୋର ଗିରଫ : ଚୋରି ଜିନିଷ ଉଦ୍ଧାର

ବ୍ୟାସ ନଗର: ସୋମବାର ଯାଜପୁର ରୋଡ ପୋଲିସ ଦୁଇ ଚୋର କୁ ଗିରଫ କରିଛି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବଦ କରିଛି ଆସାମୀ ମାନେ ହେଲେ ଟମକା ଥାନା ର ଚିତ୍ରି ନୂଆ ସାହି ଗ୍ରାମର ଚିନ୍ମୟ କୁମାର ନାୟକ (24)ଓ ଯାଜପୁର ରୋଡ ଥାନା ର ସଫା ଗାଡ଼ିଆ ଗାଇତ୍ରୀ ବିହାର ଅଂଚଳ ର ବାବୁ ଦାସ 20ବୋଲି ଜଣା ଯାଇଛି l

ସୂଚନା ଯୋଗ୍ୟ ଯେ ନବେମ୍ବର 22ସନ୍ଧ୍ୟା ଘର ମାଲିକ ଶଙ୍କର୍ଷଣ ଦାସ ଙ୍କ ଘରୁ ଚୋରି ହୋଇ ଥିଲା ସେ ଘରେ ନ ଥିବା ର ସୁଯୋଗ ନେଇ ଘର ର ତାଲା ଭାଙ୍ଗି ସୁନା ସମେତ ସ୍କ୍ରୁଟି ଗ୍ୟାସ ବିଭିନ୍ନ ରେସି ସା ଇକେଲ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇ ଥିଲେ ଏ ସମ୍ପର୍କ ରେ ଶଙ୍କର୍ଷଣ ଦାସ ଯାଜପୁର ରୋଡ ଥାନା ରେ ଅଭିଯୋଗ କରି ଥିଲେ ପୋଲିସ ଅଭିଯୋଗ କୁ ଭିତ୍ତି କରି ଏକଦୁଇ ଚୋର ଗିରଫ ଚୋରି ଜିନିଷ ଉଦ୍ଧାର ବ୍ୟାସ ନଗର ସୋମବାର ଯାଜପୁର ରୋଡ ପୋଲିସ ଦୁଇ ଚୋର କୁ ଗିରଫ କରିଛି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବଦ କରିଛି ଆସାମୀ ମାନେ ହେଲେ ଟମକା ଥାନା ର ଚିତ୍ରି ନୂଆ ସାହି ଗ୍ରାମର ଚିନ୍ମୟ କୁମାର ନାୟକ (24)ଓ ଯାଜପୁର ରୋଡ ଥାନା ର ସଫା ଗାଡ଼ିଆ ଗାଇତ୍ରୀ ବିହାର ଅଂଚଳ ର ବାବୁ ଦାସ 20ବୋଲି ଜଣା ଯାଇଛି l

ସୂଚନା ଯୋଗ୍ୟ ଯେ ନବେମ୍ବର 22ସନ୍ଧ୍ୟା ଘର ମାଲିକ ଶଙ୍କର୍ଷଣ ଦାସ ଙ୍କ ଘରୁ ଚୋରି ହୋଇ ଥିଲା ସେ ଘରେ ନ ଥିବା ର ସୁଯୋଗ ନେଇ ଘର ର ତାଲା ଭାଙ୍ଗି ସୁନା ସମେତ ସ୍କ୍ରୁଟି ଗ୍ୟାସ ବିଭିନ୍ନ ରେସି ସା ଇକେଲ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇ ଥିଲେ ଏ ସମ୍ପର୍କ ରେ ଶଙ୍କର୍ଷଣ ଦାସ ଯାଜପୁର ରୋଡ ଥାନା ରେ ଅଭିଯୋଗ କରି ଥିଲେ ପୋଲିସ ଅଭିଯୋଗ କୁ ଭିତ୍ତି କରି ଏକ ମକଦ୍ଦମା ରୁଜୁ କରି ଥିଲେ କେଶ ନ 582 ବିଶେଷ ସୄତ୍ର ରୁ ପୋଲିସ ଖବର ପାଇ ଚଢ଼ାଉ କରି ଚୋର ଦୁଇ ଜଣ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚୋରି ଜିନିଷ ଜବଦ କରି ଥିଲେ l

ଆସାମୀ ମାନଂକୁ ଗିରଫ କରି ଯାଜପୁର ରୋଡ କୋର୍ଟ ପଠାଇଛି l ମକଦ୍ଦମା ରୁଜୁ କରି ଥିଲେ କେଶ ନ 582/23 ବିଶେଷ ସୄତ୍ର ରୁ ପୋଲିସ ଖବର ପାଇ ଚଢ଼ାଉ କରି ଚୋର ଦୁଇ ଜଣ ଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚୋରି ଜିନିଷ ଜବଦ କରି ଥିଲେ l ଆସାମୀ ମାନଂକୁ ଗିରଫ କରି ଯାଜପୁର ରୋଡ କୋର୍ଟ ପଠାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking