25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶକୁଡ଼ିଆରେ ନିଆଁ ଲାଗି ୩ ଶିଶୁ ମୃତ

କୁଡ଼ିଆରେ ନିଆଁ ଲାଗି ୩ ଶିଶୁ ମୃତ

ଫିରୋଜାବାଦ: ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ ଖାଦିତ୍ ଗ୍ରାମରେ ରବିବାର ରାତିରେ ଗୋଟିଏ କୁଡିଆ ଘରେ ନିଆଁ ଲାଗିବା ଫଳରେ ୩ ଜଣ ଶିଶୁ ପୋଡି ହୋଇ ପ୍ରାଣ ହରାଇଛନ୍ତି । ସନ୍ତାନଙ୍କୁ ନିଆଁ କବଳରୁ ଉଦ୍ଧାର କରିବାକୁ ଯାଇ ସେମାନଙ୍କ ପିତା ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ଝିଅ ଓ ଜଣେ ପୁଅ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking