30 C
Bhubaneswar
Saturday, May 17, 2025
Homeଓଡିଶାଓଡିଶାର ୨ ସହିଦଙ୍କୁ ଶୈାର୍ଯ୍ୟଚକ୍ର

ଓଡିଶାର ୨ ସହିଦଙ୍କୁ ଶୈାର୍ଯ୍ୟଚକ୍ର

ଭୁବନେଶ୍ୱର : ଓଡିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୈାର୍ଯ୍ୟଚକ୍ର ପ୍ରଦାନ । ୨ ବୀର ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁ । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି । ଦବାଶିଷଙ୍କ ବାପା ମା ଓ ସୁଧୀରଙ୍କ ମା ଙ୍କୁ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking