40.1 C
Bhubaneswar
Friday, May 3, 2024
Homeଅପରାଧଦୁଇ ଗଞ୍ଜେଇ ବେପାରୀଙ୍କୁ ମାଡ଼ି ବସିଲା ଏସ୍‌ଟିଏଫ୍‌, ୧୬୫ କେଜି ଜବତ

ଦୁଇ ଗଞ୍ଜେଇ ବେପାରୀଙ୍କୁ ମାଡ଼ି ବସିଲା ଏସ୍‌ଟିଏଫ୍‌, ୧୬୫ କେଜି ଜବତ

ଭୁବନେଶ୍ଵର: ଏସଟିଏଫ୍ ପଞ୍ଝାରେ ୨ ଗଞ୍ଜେଇ ବ୍ୟବସାୟୀ। ଅନୁଗୁଳ କିଶୋରନଗର ବାଙ୍କପଲାଶା ଅଞ୍ଚଳରୁ ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ଏସଟିଏଫ୍। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ସୁଶାନ୍ତ କୁମାର ସାହୁ ଏବଂ ଯୁଗଳ ସାହୁ। ସେମାନଙ୍କ ନିକଟରୁ ୧୬୫ କେ.ଜି ଚୋରା ଗଞ୍ଜେଇ ଜବତ କରିଛି ଏସଟିଏଫ୍। ଏହାସହ ଗୋଟିଏ ଦାମୀ କାର୍ , ଗୋଟିଏ ପଲସର୍ ବାଇକ୍ ଏବଂ ଗୋଟିଏ ବନ୍ଧୁକ ଜବତ ହୋଇଛି। ଏନେଇ ଏସଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking