କୋରପୁଟ : କୋରପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଚାଷୀମୁଲିଆ ଆଦିବାସୀ ନେତା ନାଚିକା ଲିଙ୍ଗା ୨୦୧୪ମସିହା ଠାରୁ କୋରପୁଟ କାରାଗାର ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ମାମଲାରେ ଜେଲ ଭୋଗୁଥିବା ସମୟରେ ୪୫ଟି କେସରେ ବିଚରାଧିନ ଅବସ୍ଥାରେ ନିର୍ଦ୍ଦଶ ଖଲାସ ହୋଇଥିବା ବେଳେ ଗୋଟିଏ କେସ ସରକାରୀ ସାକ୍ଷ ପ୍ରଣାମ କରନା ଯୋଗୁଁ ହୋଇପାରି ନଥିଲା । କୋରପୁଟ ଜିଲ୍ଲା ଏସ୍ଡ଼ିଜିଏମ କୋର୍ଟରେ ଖାରଜ ହୋଇଯିବା ପରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ହାଇକୋର୍ଟ ଖାରଜ କରିବାରୁ ୬ମାସ ପରେ ବିଭିନ୍ନ ସର୍ତ୍ତ ରଖି ଜାମିନ ପ୍ରଦାନ କରିଥିଲେ।