32.1 C
Bhubaneswar
Friday, April 26, 2024
Homeଓଡିଶାମୁଖ୍ୟସ୍ରୋତରେ ସାମିଲ ପାଇଁ କାର୍ଯ୍ୟ ଯୋଗାଇବାକୁ ପ୍ରଶାସନକୁ ଅନୁରୋଧ କଲା କିନ୍ନର ସମାଜ

ମୁଖ୍ୟସ୍ରୋତରେ ସାମିଲ ପାଇଁ କାର୍ଯ୍ୟ ଯୋଗାଇବାକୁ ପ୍ରଶାସନକୁ ଅନୁରୋଧ କଲା କିନ୍ନର ସମାଜ

କେନ୍ଦୁଝର: କିନ୍ନର ମାନଙ୍କୁ ସରକାର ଏବେ ମାନ୍ୟତା ପ୍ରଦାନ କରିଛନ୍ତି । ମାନ୍ୟତା ପାଇଲା ପରେ ବିଭିନ୍ନ ଯୋଜନାରେ କିନ୍ନର ମାନଙ୍କୁ ସୁଵିଧା ସୁଯୋଗ ସରକାର ଯୋଗାଇ ଦେଉଛନ୍ତି । ତଥାପି କିନ୍ନର ମାନେ ଅବହେଳିତ ହୋଇ ରହିଥିବା କିନ୍ନର ସଙ୍ଘ କ୍ଷୋଭ ପ୍ରକାଶ କରିଛି । କରୋନା ମହାମାରୀ କିନ୍ନର ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ଏହି କିନ୍ନର ମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରି ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଦାବି କରିଛି କିନ୍ନର ମହାସଂଘ । ଏନେଇ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking