29.4 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗ୪ ଜିଲ୍ଲାପାଳଙ୍କ ସହ ୯ ଅଧିକାରୀଙ୍କ ବଦଳି

୪ ଜିଲ୍ଲାପାଳଙ୍କ ସହ ୯ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର,(ଓଏନଏ): ଆଜି ନୂଆବର୍ଷ ଆରମ୍ଭରେ ସରକାର ପ୍ରଶାସନିକ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ଏଥିରେ ୭ ଜଣ ଆଇଏଏସ ଓ ୨ ଜଣ ଓଏସ ପଦବୀରେ ଅଦଳବଦଳ କରାଯାଇଛି । ପୁରୀ, କେନ୍ଦ୍ରାପଡା, ରାୟଗଡା ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ପୂର୍ବ ବିଜ୍ଞପ୍ତି ଅନୁସାରେ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ଭାବେ ପ୍ରଦୀପ ଜେନା ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ନାମ             ଥିଲେ               ହେଲେ
ଆର. ଭିମିଲ କ୍ରିଷ୍ଣା – ଏମଡି, ଓଏମସି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ
ବଲୱନ୍ତ ସିଂ-ପୁରୀ ଜିଲ୍ଲପାଳ, ଏମଡି, ଓଏମସି
ମହମ୍ମଦ ସାଦିକ ଆଲାମ- ଇଡି, ସିଏମଜିଆଇ ସହ ଶିଳ୍ପ ନିର୍ଦ୍ଦେଶକ
ସାର୍ଥକ ବର୍ମା- ପୁରୀ ଜିଲ୍ଲାପାଳ
ପାରୁଲ ପଟୱାରୀ- ସ୍ପେସାଲ ଏଡିଏମ, ଭୁବନେଶ୍ୱର ସହ ଡେପୁଟି ସଚିବ, ପୂର୍ତ୍ତ ବିଭାଗ
ଅମ୍ରିତ ଋତୁରାଜ- ପିଡି ଡିଆରଡିଏ ରାୟଗଡା ଜିଲ୍ଲପାଳ, କେନ୍ଦ୍ରାପଡା
ବିଶାଲ ସିଂ- ସ୍ୱତନ୍ତ୍ର ଏଡିଏମ ଖୋର୍ଦ୍ଧା, ପିଡିି ଡିଆରଡିଏ ଯାଜପୁର
ପ୍ରମୋଦ କୁମାର ବେହେରା (ଓଏଏସ)-ରାଜସ୍ୱ ବିଭାଗ ଅତିରିକ୍ତ ସଚିବ
ସରୋଜ କୁମାର ମିଶ୍ର, (ଓଏଏସ)- ଜଗତସିଂହପୁର ଜିଲ୍ଲାପାଳ ରାୟଗଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking