22.1 C
Bhubaneswar
Saturday, March 22, 2025
Homeଓଡିଶାଭୁବନେଶ୍ୱରରେ ଟ୍ରାଫିକ ଯାଞ୍ଚ କଡାକଡି

ଭୁବନେଶ୍ୱରରେ ଟ୍ରାଫିକ ଯାଞ୍ଚ କଡାକଡି

ଭୁବନେଶ୍ୱର : ଛକ ଛକରେ ଜଗିଛି କମିଶନରେଟ ପୋଲିସ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ଜୋରିମାନା ମଧ୍ୟ ଦିଆଯାଉଛି । ରାଜଧାନୀରେ ଜୋରଦାର ଚାଲିଛି କଡାକଡି ଚେକିଂ । ଗାଡିରେ  କଳା ରଙ୍ଗର ଜରି , କାଚ ବିନା  ହେଲମେଟରେ ଗାଡି ,ସ୍କୁଟର ଚଳାଇବା , ମଦ ପିଇ ଗାଡି ଚଳାଇବା , ବିକଟାଳ ହଣ୍ଣ ଲଗାଇବା ଏପରି କରିବା ଦ୍ୱାରା ଗାଡି ଚାଳକଙ୍କୁ  ଧରିଛି ପୋଲିସ ।  ପୋଲିସ ଲୋକଙ୍କୁ ଧରି ମୋଟା ଅଙ୍କର ଫାଇନ ପକାଉଛି । ଆଜିଠାରୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଖୋଜିଖୋଜି ନିୟମ ଖିଲାଫକାରୀଙ୍କୁ ଧରୁଛି କମିଶନରେଟ ପୋଲିସ ।  ଧରାପଡିଲେ ଗାଡିକୁ ସିଜ କରି କୋର୍ଟ ଚାଲାଣ  କରାଯାଉଛି । ତେବେ ୧୦ ତାରିଖ ସମୟ ଦେଇଥିଲା କମିଶନରେଟ ପୋଲିସ ଏହା ପରଠୁ  ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବେ , ମଦ ପିଇ ଗାଡି ଚଳାଇଲେ ସେମାନଙ୍କ ଉପରେ ଫାଇନ ଲାଗୁ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking