40.1 C
Bhubaneswar
Thursday, April 25, 2024
Homeଓଡିଶାତୋଷାଳିର ମଜା

ତୋଷାଳିର ମଜା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ବିଭିନ୍ନ ମେଳା । ଗତ କିଛିଦିନ ପୂର୍ବରୁ ମିଶନ ଶକ୍ତିର ମେଳା ଶେଷ ହୋଇଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ତୋଷାଳି ମେଳା । ଏହା ୧୪ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ।

ଆଜି ହେଉଛି ତୋଷାଳିର ଦ୍ୱିତୀୟ ଦିନ । ଏହା ଡିସେମ୍ବର ୧୫ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ । ସବୁ ବର୍ଷଭଳି ଏବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ ଲୋକ ମାନେ ଆସି ଏଠାରେ ଷ୍ଟଲ ପକାଇ ଥାଆନ୍ତି । ଏହି ମେଳାରେ ପ୍ରାୟ ୩୮୦ରୁ ଅଧିକ ଷ୍ଟଲ ପଡିଛି । ସେଥିରୁ ୫୦ଟି ହେଉଛି ରାଜ୍ୟ ବାହରର ବୋଲି ଜଣାପଡିଛି । ଘରକରଣା ଜିନିଷ ଠାରୁ ଆରମ୍ଭ କରି ପୋଷାକର ଷ୍ଟଲ ପଡିଥାଏ । ମେଳା ବୁଲିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । ତେବେ ଚଟପଟା ଖାଇବା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଶହ ଶହ ଲୋକ ।

https://onakhabar.com/2019/12/16/fog-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking