29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଦେଶକୁ ରୌପ୍ୟ ପଦକ ଦେଲେ ଭାରତୀୟ ପହିଲିମାନ ରବି ଦହିଆ

ଦେଶକୁ ରୌପ୍ୟ ପଦକ ଦେଲେ ଭାରତୀୟ ପହିଲିମାନ ରବି ଦହିଆ

ନୂଆଦିଲ୍ଲୀ: ଟୋକିଓ  ଅଲମ୍ପିକରେ ଆଜି ପୁରୁଷର ଫ୍ରି ଷ୍ଟାଇଲ ୫୭ କିଲୋ ରେସଲିଂ ସ୍ପର୍ଦ୍ଧା ଫାଇନାଲରେ ରେସଲର ରବି ଦହିଆଙ୍କୁ ଋଷ ଅଲମ୍ପିକ କମିଟିର ରେସଲର ଜବୁର ୟୁଗଭେ ଙ୍କଠାରୁ ୪-୭ ରେ ପରାଜୟ ସାମ୍ନା କରିବାକୁ ପଡିଛି ।
ଋବି ଦହିଆ ସ୍ୱର୍ଣ୍ଣ ପଦକରୁ ହାରିଛନ୍ତି । ହେଲେ ରୌପ୍ୟ ପଦନ ନିଜ ନାମରେ କରିଛନ୍ତି । ରବି ଅଲମ୍ପିକ ଇତିହାସରେ ମେଡାଲ ଡିତିଥିବା ୫ମ ରେସଲର ହୋଇଛନ୍ତି । ଏପର୍ଯ୍ୟନ୍ତ ଭାରତୀୟ ରେସଲିଂ ରେ କେହି ବି ଗୋଲ୍ଡ ମେଡାଲ ଜିତି ନାହାନ୍ତି । କେବଳ ଅଭିନବ ବିନ୍ଦ୍ରା ଏମିତି ଜଣେ ଭାରତୀୟ ଯାହାନାମରେ ବ୍ୟକ୍ତିଗତ ସ୍ପର୍ଦ୍ଧାରେ ଗୋଲ୍ଡ ମେଡାଲ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking