27.8 C
Bhubaneswar
Wednesday, April 17, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

ମେଷ: ଆଜି ଦୁର୍ବବ୍ୟହାରର ସମ୍ମୁଖୀନ ହୋଇପାରନ୍ତି । ପଡ଼ୋଶୀଙ୍କ ଦ୍ୱାରା ଲାଭବାନ ହେବେ ।   ବନ୍ଧୁ ସହଯୋଗ ମିଳିବ । ସାମାଜିକ ସମ୍ପର୍କ ବଢ଼ିବ ।
ବୃଷ: ଆଜି ଗୃହରେ ମନୋମାଳିନ୍ୟ ଘଟିପାରେ । ଉଦବେଗ ପ୍ରକାଶ କରିବେ । ଅସୁବିଧାର ସମ୍ମୁଖୀନ ହେବେ । ବିପଦରେ ପଡ଼ି ମଧ୍ୟ ଭାଇକୁ ସାହାଯ୍ୟ କରିବେ ।
ମିଥୁନ: ବହୁଦିନର ମତାନ୍ତର ଥିବା କାର୍ଯ୍ୟ ସମାଧାନ ହେବ । ଆର୍ôଥକ ପରିସ୍ଥିତି ଉପୁଜିବ । ହଠାତ ବିପଦରେ ପଡ଼ି ପାରନ୍ତି । ଦୂରଯାତ୍ରା କରିପାରନ୍ତି । ପରିଶ୍ରମ ଅଧିକ କରିପାରନ୍ତି ।
କର୍କଟ: କାର୍ଯ୍ୟ ସିଦ୍ଧି ପାଇଁ ପୂଜାର୍ଚ୍ଚନା କରିବେ । ନୂତନ ଶିଳ୍ପ ପାଇବେ । ଦ୍ରବ୍ୟାଦି ଲାଭ ମିଳିବ । ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ ପ୍ରତିପକ୍ଷରେ ସହାୟତା ହେବେ । ବାଣିଜ୍ୟରେ ଅସୁନ୍ତୁଷ୍ଟି ରହିବ ।
ସିଂହ: ମହିଳା ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ଫଳପ୍ରାପ୍ତି ହେବ । ପରିବେଶରୁ ଅନନ୍ଦ ମିଳିବ । ଅର୍ଥ କଷ୍ଟ ଅନୁଭବ କରିବେ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ ।
କନ୍ୟା: ପରିବେଶ ସୁସ୍ଥକର ହେବ । କାର୍ଯ୍ୟରେ ଉନ୍ନତି ଘଟିପାରେ । ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଉପୁଜିବ । ବନ୍ଧୁପାଖରେ ନିନ୍ଦିତ ହେବେ ।
ତୁଳା : ଆର୍ôଥକ ଅବସ୍ଥାରେ ଉନ୍ନତି ହେବ । ଆଶାବାଦୀ ହେବେ । ଆୟ ଆପଣଙ୍କର କମିବ । ଧାତୁ ପଦାର୍ଥ ପାଇପାରନ୍ତି । ମାନସିକ ଭାରସାମ୍ୟ ହରାଇବେ ।
ବିଛା: ବାଦବିବାଦ ଲାଗି ରହିବ । କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି ହେବ । ଦୁଃସାହସ କରିବେ । ଦୁର୍ବଳ ବୋଧ କରିବେ । ଚିନ୍ତାରୁ ମୁକ୍ତି ମିଳିବ ।
ଧନୁ: ଆର୍ôଥକ ଲାଭ ମିଳିବ । ଦେବପୂଜା କରିବେ । କର୍ମକ୍ଷେତ୍ରରେ ଶାନ୍ତି ପାଇବେ । ପରିଶ୍ରମରୁ ଉନ୍ନତି ମିଳିପାରେ ।
ମକର: ଆଜି ସକାଳୁ ବନ୍ଧୁ ଦର୍ଶନ ମିଳିବ । ପୈତୃକ ସମ୍ପତ୍ତି ଉଦ୍ଧାର କରିପାରନ୍ତି । ଶିକ୍ଷା କ୍ଷେତ୍ରରେ ଆଗ୍ରହ କମିବ । ଆୟ ମଧ୍ୟମ ଧରଣର ରହିବ ।
କୁମ୍ଭ: ସପ୍ତାହଟି ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ଗୁରୁଦାୟିତ୍ୱ ନେଇ ଉପକୃତ ହେବେ । ମହିଳାମାନେ, ଛାତ୍ରଛାତ୍ରୀମାନେ  ନିଜ ନିଜ କାମରେ ବ୍ୟସ୍ତ ରହିବେ ।
ମୀନ: ଆତ୍ମୀୟ ବିରୋଧ ଘଟିବ । ପୈତୃକ ସମ୍ପତି ଯୋଗୁ ମାଲିମୋକଦ୍ଦମା ସୃଷ୍ଟି ହେବ । ଧର୍ମ ବିଶ୍ୱାସ ଉପୁଜିବ । ସେବା ମୂଳକ  କାର୍ଯ୍ୟରେ ଆଗ୍ରହ ବଢ଼ିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking