30.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ । ଅର୍ଥାଭାବ ଦେଖାଦେବ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ । ପରିବହନ, ଶିଳ୍ପ ଓ ବାରିଜ୍ୟରେ ହାନି ହୋଇପାରେ । ବିଦ୍ୟ।।ର୍ଥୀମାନେ ଶିକ୍ଷା କ୍ଷେତ୍ରରେ ତୃଟି କରିପାରନ୍ତି । ମହିଳାମାନେ ନିଜର ଭୁଲ ବୁଝି ପାରିବେ ।
ବୃଷ: ନବମ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ । ଉଭୟେ ପ୍ରେମ ଓ ଦାମ୍ପତ୍ୟରେ ଉତମ ବୁଝାମଣା ରହିବ । ଚାକିରି କ୍ଷେତ୍ରରେ ଆସ୍ଥାଭାଜନ ହେବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ମହିଳମାନେ ଅନ୍ୟକୁ ସାହାଯ୍ୟ କରିବେ ।
ମିଥୁନ: ଆଜି କୌଣସି ଦେବାଦେବୀଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସିରେ ସମୟ କାଟିବେ । ବିଦେଶ ଯାତ୍ରା କରିପାରନ୍ତି । ଆର୍ôଥକ ପରିସ୍ଥିତି ଭଲ ରହିବ । ମହିଳାମାନେ ଖୁସି ହେବେ ଓ ବିଦ୍ୟାର୍ଥୀମାନେ ବିଦ୍ୟାନୁରାଗୀ ହେବେ ।
କର୍କଟ: କର୍ମକ୍ଷେତ୍ରରେ ବେତନ ବୃଦ୍ଧି ହୋଇପାରେ । ବ୍ୟବସାୟରେ ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ । ପରିବାରରେ ସମ୍ପତିକୁ ନେଇ କଳହ ଲାଗିପାରେ । ଲକ୍ଷ୍ୟ ସ୍ଥଳରେ ପହଂଚି ଉନ୍ନତି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମା ଓ ବିଦ୍ୟାର୍ଥୀମାନେ ଖୁସିରେ ରହିବେ ।
ସିଂହ: କାର୍ଯ୍ୟରେ ବିଳମ୍ବ ଘଟିପାରେ । ସାଂସାସରିକ ବୃଥା ଭାଷଣ ଓ ଖର୍ଚ୍ଚାନ୍ତ ଦେଖାଦେବ । ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ । ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ । କର୍ମକ୍ଷେତ୍ରରେ ଶତୃବୃଦ୍ଧି ହେବ ।
କନ୍ୟା: ଆଜି ବ୍ୟବସାୟରେ କ୍ଷତି ଓ ଲାଭ ସମାନ ରହିବ । ଶତ୍ରୁମାନେ ପରାଜିତ ହେବେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ । ମହିଳାମାନେ ସାମାଜିକ ପ୍ରତିଷ୍ଠା ଲାଭ କରିବେ ।
ତୁଳା: ଆଜି ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଆକସ୍ମିକ ଅର୍ଥଲାଭ ହେବ । ବ୍ୟବସାୟରେ ଲାଭବାନ ହେବେ । ଦୂରଯାଗାକୁ ଯାଇ ପାରିବେ ।
ବିଛା: ବିଭିନ୍ନ ଦିଗରୁ ଆୟ ଆସିବ । ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁମାନେ ପରାଜିତ ହେବେ । ଇଚ୍ଛାପୂରଣ ହେବ, ଜମିଜମା କିଣାବିକା କରିପାରନ୍ତି । ମହିଳାମାନେ ସୁଖୀ ହେବେ ।
ଧନୁ: ଆଜି ବ୍ୟବସାୟରେ ଖର୍ଚ୍ଚ ବିନିଯୋଗ କରିବେ । ଭାତୃ ବିବାଦ ଲାଗିପାରେ । ଖର୍ଚ୍ଚ ଅଧିକ ହେତୁ ବ୍ୟସ୍ତ ହୋଇପଡ଼ିବେ । ମହିଳାମାନେ ଚିନ୍ତିତ ରହିବେ ।
ମକର: ଆଜି ଥଣ୍ଡା ରୋଗରେ ପଡ଼ିପାରନ୍ତି । ଚନ୍ଦ୍ର ଚଳନର ଅସୁବିଧା ଭୋଗିବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆବଶ୍ୟକତା ସହାୟତା ସହଜରେ ମିଳିବ । ନୀଚ୍ଚବ୍ୟକ୍ତିଙ୍କଠାରୁ ଅପମାନିତ ହୋଇପାରନ୍ତି ।
କୁମ୍ଭ: ଆପଣଙ୍କର ଲୋକ ସମ୍ପର୍କ ଭଲ ରହିଛି, ଯେଉଁ କାରଣରୁ ଆପଣ ନିଜର କାର୍ଯ୍ୟକ୍ଷେତ୍ରକୁ ବ୍ୟାପକ କରିପାରିବେ । ମହିଳା ଓ ବିଦ୍ୟାର୍ଥୀମାନେ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆପଣଙ୍କର ଆର୍ôଥକ ସମସ୍ୟା ଦେଖାଦେବ ।
ମୀନ : ଆପଣଙ୍କର ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ନୂତନ ଜମି କ୍ରୟ କରିବେ । କର୍ମକ୍ଷେତ୍ରରେ ସହଯୋଗ ପାଇବେ । ବ୍ୟବସାୟରେ ଲାଭବାନ ହେବ । ପରିବାରରେ ଶାନ୍ତି ଦେଖାଦେବ । ମହିଳା ଓ ଛାତ୍ରୀଛାତ୍ରମାନେ ଖୁସି ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking