34.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ସେବା ପୂଜା କରିବେ । ପରିଶ୍ରମ ଦ୍ୱାରା ଆନନ୍ଦ ଅନୁଭବ କରିପାରନ୍ତିି । ସକଳହାନି ଘଟିପାରେ । କ୍ଷତିରେ ପଡ଼ିବେ । ମାନସିକ ଉତ୍ସାହ ବଢ଼ିବ । ଉନ୍ନତି ପାଇଁ ଚିନ୍ତା କରିବେ । ଶିକ୍ଷା ଓ ଅଭିଜ୍ଞତା ବଢ଼ିବ ।

ବୃଷ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆର୍ଥିକ ଲାଭ କରିପାରନ୍ତି । ଆୟ ଉତମ ହେବ । ଭାତୃ ବିବାଦରେ ପଡ଼ିପାରନ୍ତି । ଚାହୁଁଥିବା ସାହାଯ୍ୟ ମିଳିବ । ଆନନ୍ଦ ଉତ୍ସବ କରିବେ ।

ମିଥୁନ : ଆଜି ଚନ୍ଦ୍ରଙ୍କ ଯୋଗୁ ଭୋଜନାଦିରୁ ତୃପ୍ତି ମିଳିବ । ନଷ୍ଟ ଦ୍ରବ୍ୟ ପ୍ରାପ୍ତି ଘଟିପାରେ । ଅର୍ଥଲାଭ ହେବ । ଦେହ ଭଲ ରହିବ । ଯଶ ବୃଦ୍ଧି ହେବ । ବ୍ୟବସାୟରେ ପଛେଇବେ ।

କର୍କଟ : ଆଜି ନିଷ୍ଠାର ସହ କାର୍ଯ୍ୟ କରିବେ । ପରିବାର ପାଇଁ ଚିନ୍ତା କରିବେ । ଆଶାବାଦୀ ହେବେ । ବ୍ୟବସାୟରେ ଲାଭବାନ୍ ହେବେ। କାର୍ଯ୍ୟସିଦ୍ଧି ପାଇଁ ଯୋଜନା କରିବେ ।

ସିଂହ : ନୂତନ ବନ୍ଧୁ ପାଇପାରନ୍ତି । ଦ୍ରବ୍ୟାଦି ଲାଭ କରିପାରନ୍ତି । ବ୍ୟାକୁଳତା ଅନୁଭବ କରିବେ । ଦୁର୍ଘଟଣାରୁ ଉଧୁରିଯିବେ । ଯାତ୍ରାଜନିତ କ୍ଳେଶ ଅନୁଭବ ହୋଇପାରେ । ସୁ-ସମ୍ବାଦ ପାଇପାରନ୍ତି ।

କନ୍ୟା : ପରିବେଶରୁ ଆନନ୍ଦ ମିଳିବ । ମର୍ଯ୍ୟାଦା ହରାଇପାରନ୍ତି । କାର୍ଯ୍ୟ ବିଳମ୍ବ ହୋଇପାରେ । ଅର୍ଥକଷ୍ଟ ଅନୁଭବ କରିବେ । ଶାରୀରିକ କଷ୍ଟ ଭୋଗିବେ । ମାନସିକ ଚାପ ବଢ଼ିପାରେ ।

ତୁଳା : ଆଜି ବୃଥା କାର୍ଯ୍ୟରେ ସମୟ କଟିବ । କର୍ତୃପକ୍ଷଙ୍କ ବିରକ୍ତି ବଢ଼ିବ । ଶାରୀରିକ ଯନ୍ତ୍ରଣା ଦେଖାଦେବ । ଆତ୍ମୀୟମାନଙ୍କ ସମର୍ଥନ ପାଇପାରନ୍ତି । ମାନସିକ ଉଦ୍‌ବେଗ ବଢ଼ିବ ।

ବିଛା : ବିପଦର ଆଭାସ୍ ପାଇବେ । ସାହସ ଓ ବିଶ୍ୱାସ ବଢ଼ିବ । ସାମାଜିକ କାର୍ଯ୍ୟରେ ଯୋଗଦେବେ । ଆର୍ଥିକ ପରିସ୍ଥିତି ଅନୁକୂଳ ହେବ। ନୂତନ ଦ୍ରବ୍ୟଲାଭ କରିପାରନ୍ତି । ମହିଳାମାନେ ଦୂରଯାଗାକୁ ଯାଇପାରନ୍ତି ।

ଧନୁ : ନୂତନ ଅଭିଜ୍ଞତା ପାଇବେ । ପରିଶ୍ରମୀ ହେବେ । ଜଞ୍ଜାଳରୁ ମୁକ୍ତି ମିଳିବ । ମାନସିକ ଉଦ୍‌ବେଗ ଭୋଗିବେ । ଆୟର ବୃଦ୍ଧି ଘଟିବ। ଅସୁବିଧା ଘନିଭୂତ ହେବ ।

ମକର : ଆଜି ସକାଳୁ ସକାଳୁ ବନ୍ଧୁ ମିଳନ ହେବ । ଭୋଜନାଦିରେ ଉପକୃତ ହେବେ । ମନ ଦୁର୍ବଳ ରହିବ । ସ୍ମରଣ ହାନି ଘଟିପାରେ । ଶାରୀରିକ କଷ୍ଟ ଭୋଗିବେ । ଦାୟିତ୍ୱରେ ବୃଦ୍ଧି ଘଟିବ ।

କୁମ୍ଭ : ବ୍ୟବସାୟରେ ଅଧିକ ଲାଭ ହେବ । ଅପେକ୍ଷା ବିଫଳ ହେବ ନାହିଁ । ମନ ଅଶାନ୍ତି ରହିବ ନାହିଁ । ଦ୍ରବ୍ୟହାନି ଲାଭ କରିପାରନ୍ତି । ଶତ୍ରୁର ସମ୍ମୁଖିନ ହେବେ ।

ମୀନ : ଆଜି ଉତ୍ସବାଦିରେ ଯୋଗ ଦେବେ । ଅଯଥା ବ୍ୟୟଭାର ବଢ଼ିବ । ବନ୍ଧୁମିଳନ ହେବ । ପରିସ୍ଥିତି ଆୟତଧିନ ରହିପାରେ । ପାରିବାରିକ ଗଣ୍ଡଗୋଳ ଉପୁଜିବ । ପରିଶ୍ରମ ବୃଥା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking