28.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଶେଷ କରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାକୁ କଷ୍ଟକର ହୋଇଯିବ । ବିଭିନ୍ନ ପ୍ରକାରର ଅସୁବିଧାରେ ଗତିକରିବେ । ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । ନିର୍ମାଣ କାମ ସକାଶେ ହଠାତ୍ ଅର୍ଥର ଆବଶ୍ୟକତା ପଡ଼ିବ ।
ବୃଷ : ଅଫିସରେ ଜଣେ ବନ୍ଧୁଙ୍କ ଅନୁପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । କର୍ମକ୍ଷେତ୍ରରେ ସଭା ସମିତିରେ ସମ୍ମାନ ଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ମହିଳାମାନେ ଘର କଥାକୁ ନେଇ ସ୍ୱାମୀଙ୍କ ସହ ଆଲୋଚନା କରିବେ । ଛାତ୍ରଛାତ୍ରୀମାନେ ଆନୁଷ୍ଠାନିକ କାମରେ ମନ ଦେବେ ।
ମିଥୁନ : ପ୍ରତ୍ୟେକ କ୍ଷେତ୍ରରେ ଭୂଲ ବୁଝାମଣା ଲାଗି ରହିବା ଯୋଗୁ ମନକୁ ବାରମ୍ବାର ଆଲୋଡ଼ିତ କରିବ । ମନଟା କାହିଁକି କେମିତି କେମିତି ଲାଗିବ । ଭଲ ଲାଗିବ ନାହିଁ । ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ ।
କର୍କଟ : ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଏମିତି କେତେକ ପରିସ୍ଥିତିରେ ଚଳିବାକୁ ବାଧ୍ୟ ହେବେ । ଜାହା ଦ୍ୱାରା କି ଜାଣିଶୁଣି ସବୁ କଥାରେ ନିରବ ରହିବାକୁ ପଡ଼ିପାରେ । ମହିଳାମାନେ ସମସ୍ୟାର ସରଳ ସମାଧାନ କରିବେ ।
ସିଂହ : ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । ହେଲେ ମାନସିକ ସ୍ଥିତି ଭଲ ରହିବ ନାହିଁ । ପରିସ୍ଥିତିରେ ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ । ସାଧରଣ କଥାରେ ବଚସା ବୃଦ୍ଧି ହେବ । ମିତ୍ରତାକୁ ନଷ୍ଟ କରିବ । ମହିଳାମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।
କନ୍ୟା : ଆଜି କ୍ରୀଡ଼ା ସଂଗୀତ ଚଳଚ୍ଚିତ୍ର ଏବଂ ସଭାସମିତି ପ୍ରତିଯୋଗିତାରେ ସଫଳତା ପାଇବେ । ଅଳଙ୍କାର,ଔଷଧ ଓ ସୌଖିନି ଦ୍ରବ୍ୟ କ୍ରୟ କରିପାରନ୍ତି । ମହିଳାମାନେ ବନ୍ଧୁମାନଙ୍କ ସମର୍ଥନ ହାସଲ କରିବେ । ପ୍ରଗତି ଘଟିବା ହେତୁ ସାମୟିକ ଖୁସି ମିଳିବ ।
ତୁଳା : କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟ ଲାଭ କରି କାମ ହାସଲ କରିପାରିବେ । ଜଣେ ବନ୍ଧୁଙ୍କ ସାହାଯ୍ୟରେ ସବୁ କିଛି ପାଇପାରିବେ । ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବୀବାଦୀୟ ପରିସ୍ଥିତି ଉପୁଜିବ ।
ବିଛା : ଯାତ୍ରା ସମୟରେ ଠିକ ଜାଗାରେ ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇଯିବେ । ଟିକିଏ କଥାରେ ରାଗିଯାଇ ଯାହା ପାଇବେ ତାହା କହିବେ । ଯାହା ‘ଳରେ କିଛି ସମସ୍ୟା ଆସିପାରେ । ମହିଳାମାନେ ବିଳାସୀନି ହେବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।
ଧନୁ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ । ଏକ ପ୍ରକାର ନିଶ୍ଚିନ୍ତ ସହକର୍ମୀଙ୍କ ସହ ଶତ୍ରୁତା କାରଣରୁ ସବୁ କିଛି ଠିକ ହୋଇଯିବ । ବ୍ୟବସାୟରେ ଉନ୍ନତି କରିବେ ।
ମକର: ପ୍ରିୟ ବନ୍ଧୁଙ୍କ ସହ ଭାଙ୍ଗିଯାଇଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ପିଲାମାନଙ୍କ ପଢ଼ାରେ ସମସ୍ୟା ନେଇ ମନ ଭାରାକ୍ରାନ୍ତ ହୋଇପାରେ । ଆଜି ଆପଣଙ୍କୁ ବନ୍ଧୁ ସାହାଯ୍ୟ ମିଳିବ ।
କୁମ୍ଭ: ଆଜିର କର୍ମକ୍ଷେତ୍ରରେ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଇ ଠିକ ହେବ ନାହିଁ । ସନ୍ତାନମାନଙ୍କ ବିଶୃଙ୍ଖଳ ଆଚରଣ ମନକୁ ଭାରାକ୍ରାନ୍ତ କରିବ । ପର କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ ।
ମୀନ: ଚେଷ୍ଟା କରୁଥିବା କାମରେ ସ‘ଳତା ମିଳିବ । ସ୍ତ୍ରୀଙ୍କ ପ୍ରେରଣାରେ ଉପକୃତ ହୋଇପାରନ୍ତି । ଯାହାକି ବ୍ୟସ୍ତତାର କାରଣ ହୋଇପାରେ। ମହିଳାମାନେ ସାମାନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଆଗେଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking