28.1 C
Bhubaneswar
Thursday, May 2, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆର୍ଥିକ ପରିସ୍ଥିତି ଖୁବ୍ ଜଟିଳ ହେବ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।
ବୃଷ : ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆପଣଙ୍କର କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହୋଇପାରେ । ବ୍ୟବସାୟରେ ସାମାନ୍ୟ ଲାଭ ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଶିକ୍ଷାରେ ଖୁସି ହେବେ ।
ମିଥୁନ : ଆର୍ଥିକ ପରିସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ଶାନ୍ତି ଆସିବ । ବ୍ୟବସାୟରେ ଲାଭବାନ୍ ହେବେ । ସ୍ୱାସ୍ତ୍ୟ ଭଲ ରହିବ । ପାରିବାରିକ ଶାନ୍ତି ମିଳି ନପାରେ । ମହିଳା ଓ ବିଦ୍ୟାର୍ଥୀମାନେ ସଫଳ ଅନୁଭବ କରିପାରନ୍ତି ।
କର୍କଟ : ଅସୁବିଧା ଦୂରେଇଯିବ । ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ ପରିସ୍ଥତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ଶାନ୍ତି ମିଳିବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ । ମହିଳା ଓ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ ।
ସିଂହ : ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି । କୌଣସି ସମ୍ପତିକୁ ନେଇ ଅଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସର୍ ଅସୁବିଧାରେ ପକାଇପାରନ୍ତି । ଦୁର୍ଘଟଣାର ଭୟ ରହିଛି । ମହିଳା ଓ ବିଦ୍ୟାର୍ଥୀମାନେ ଉତ୍ସାହ ହୋଇପାରନ୍ତି ।
କନ୍ୟା : ଆର୍ଥିକ ଅସୁବିଧା ଦେଖାଦେବ । ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସମାନ୍ୟ ମନୋମାଳିନ୍ୟ ଦେଖାଦେବ । ବ୍ୟବସାୟରେ ଲାଭର ଅଶା ଅଛି । ବିଦ୍ୟାର୍ଥୀମାନେ ସମ୍ମାନୀତ ହୋଇପାରନ୍ତି । ଦୂର ଯାତ୍ରା କରିବାର ଯୋଗ ଅଛି ।
ତୁଳା : ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ଆର୍ଥିକ ପରିସ୍ଥିତିରେ ରହିବେ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଇପାରେ । ବ୍ୟବସାୟରେ ସାମାନ୍ୟ ଲାଭ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡ଼ିପାରନ୍ତି ।
ବିଛା : ବନ୍ଧୁଙ୍କ ଠାରୁ ଉପକାର ପାଇବେ । ପାରିବାରିକ କ୍ଷେତ୍ରରେ ଦାୟିତ୍ୱ ବଢ଼ିଯିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବାକୁ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ ଅତିବାହିତ କରିବେ ।
ଧନୁ : ଆଜି ହାତକୁ ନେଇଥବବା ସବୁତକ କାମ ଶୃଙ୍ଖଳିତ ହେବ । ସୁବିଧାରେ କାମ କରିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ସାଙ୍ଗ ସାଥିମାନଙ୍କ ସାହାଯ୍ୟ ସହଯୋଗରେ ଅଭାବ ରହିବ ନାହିଁ । ପାରିବାରିକ କ୍ଷେତ୍ରରେ ଅଭାବ ଦେଖାଦେଇପାରେ ।
ମକର : ଆର୍ଥିକ ଅବସ୍ଥାରେ ପରିବର୍ତନ ହୋଇନପାରେ । କର୍ମକ୍ଷେତ୍ରରେ ଦୁରନ୍ତାର ଯୋଗ ରହିଛି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପାରିବାରକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ। ସ୍ୱାସ୍ଥ୍ୟହାନି ଘଟିପାରେ । ମହିଳା ଓ ବିଦ୍ୟାର୍ଥୀମାନେ ଅପଯଶ ପାଇପାରନ୍ତି ।
କୁମ୍ଭ : ସ୍ୱାସ୍ଥ୍ୟ ଭଲ ରହିବ । ପୁରାତନ ରୋଗରୁ ମୁକ୍ତି ମିଳିପାରେ । ଆର୍ଥିକ ପରିସ୍ଥିତି ଭଲ ରହିବ । ପାରିବାରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ଘଟିପାରେ । ବ୍ୟବସାୟରେ ଲାଭବାନ୍ ହେବେ । ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ ।
ମୀନ : ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ରରେ ଅଯଥା ଗଣ୍ଡଗୋଳ ଦେଖାଦେଇପାରେ । ବ୍ୟବସାୟରେ କ୍ଷତିର ସମ୍ଭାବନା ହେବାର ଅଶା ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମମାନୀତ ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking