32.1 C
Bhubaneswar
Sunday, June 16, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ନୃତ୍ୟ ସଂଗୀତ ପ୍ରିୟ ହେବ । ଗୁଣଜ୍ଞ ହୋଇପାରନ୍ତି । ଉପଯୁକ୍ତ କର୍ମନିଯୁକ୍ତ ହେବେ । ସରକାରଙ୍କ ତରଫରୁ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି । ସୁଖ ମିଳିବ ।

ବୃଷ : ବୁଦ୍ଧିମାନ ହେବେ । ଯାନବାହନ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ରୋଗ ମୁକ୍ତ ହେବେ । ଧନୀ ହେବେ ।

ମିଥୁନ : ଚାକିରୀ କ୍ଷେତ୍ରରେ ଭ୍ରମଣ ଯୋଗ ଅଛି । ଧର୍ମ ଧାରଣାରେ ମନନିବେଶ କରିପାରନ୍ତି । ବନ୍ଧୁଙ୍କ ପାଇଁ ସୁଖ ଭୋଗ କରିବେ । ମାନ୍ୟତା ମିଳିପାରେ । ରାଜ ପ୍ରସାଦ ପରି ପ୍ରଦୂଷଣ ମୁକ୍ତ ହେବେ । ଗୃହ ସୁଖ ମିଳିପାରେ ।

କର୍କଟ : ପଡ଼ୋଶୀଙ୍କ ସାହାସରେ ଲାଭବାନ ହେବେ । ଆଶାବାଦୀ ହେବେ । ପରୋପକାର ହୋଇପାରନ୍ତି । ଉତ୍ସାହିତ ହୋଇ ନିଜର କର୍ତବ୍ୟ ପାଳନ କରିପାରନ୍ତି । ଧନବାନ ହେବେ । ପରୋପକାର ସ୍ତ୍ରୀ, ପୁତ୍ର ପତି ମୁକ୍ତ ହେବେ ।

ସିଂହ : ଆଜି ନୂଆ ବନ୍ଧୁଙ୍କ ପାଇଁ ଖୁସି ହେବେ । ଶ୍ରେଷ୍ଠମାନ୍ୟତା ମିଳିବ । ନୂଆ ମାର୍ଗରେ ମନ ନିବେଶ କରିବେ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଉତମ ବନ୍ଧୁ ମିଳିବ ।

କନ୍ୟା : ସୁଗୁଣ ସପନ୍ନ ହୋଇପାରନ୍ତି । ଧନବାନ୍ ହେବେ । ସର୍ବଦା ଲୁଚିଛପି କାର୍ଯ୍ୟ ନିର୍ବାହ କରିବେ । ଉତମ ପତ୍ନୀଙ୍କ ସାହାଯ୍ୟ ମିଳିବ। ସୁସମ୍ବାଦ ପାଇପାରନ୍ତି । ପୁତ୍ର ସନ୍ତାନ ବ୍ୟତିତ ମଧ୍ୟ ସୁଖ ମିଳିବ । ଉତମ ବଂଶରୁ କନ୍ୟା ଆସିବ ।

ତୁଳା : ପରିଶ୍ରମ ହେବ ଓ ତା’ର ମୂଲ୍ୟ ମିଳିବ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଧନଶାଳୀର ସୁଯୋଗ ଅଛି ।

ବିଛା : ଆଶାବାଦୀ ହେବେ । ଶାନ୍ତି ମିଳିବ । ପୂଣ୍ୟଦେହି ଭାବେ ବିଚଳିତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ରାଜସୁଖ ମିଳିବ । ସୁପୁତ୍ର ଲାଭ କରିବେ ।

ଧନୁ : ଶତ୍ରୁର ସମ୍ମୁଖିନ ହୋଇପାରନ୍ତି । ମନରେ ପ୍ରସନ୍ନଭାବ ଦେଖାଦେବ । ମିଷ୍ଠାନ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତ ମାନ ହେବ। ସରକାରୀ କିମ୍ବା ବହୂ ସହାୟତାରୁ ଲାଭାବନ୍ ହେବେ । ପ୍ରିୟଭାଷୀ ହେବେ । ଧନବାହନ ମୁକ୍ତ ହେବ ।

ମକର : ବିଭିନ୍ନ ସ୍ତରରେ ସମ୍ମାନୀତ ହୋଇପାରନ୍ତି । ଧନପ୍ରିୟ ହେବେ । ବିଳାଶଭୋଗୀ ହେବେ । ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିପାରନ୍ତି । ସର୍ବଦା ସୁଖରେ ରହିବେ । ମିଷ୍ଠଭାଷୀ ହେବେ ।

କୁମ୍ଭ : ସତ ମାର୍ଗରେ ଯାଇ ଅନ୍ୟର ଆଦର୍ଶ ହେବେ । ପାଣ୍ଡିତ୍ୟ ପାଠ ବଜାୟ ରଖିବେ । ପ୍ରବାସୀ ହୋଇପାରନ୍ତି । ପିତୃଭୁକ୍ତ ଯୁକ୍ତ ହେବ। ଭାଗ୍ୟବାନ୍ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରିବେ ।

ମୀନ : ଦୃତ ମନୋବଳକୁ ପାର୍ଥୟ କରି କାର୍ଯ୍ୟ କରିବେ । ବିଜୟୀ ବ୍ୟକ୍ତି ଭାବେ ଜନସାଧାରଣଙ୍କ ସୁଭେଚ୍ଛା ରହିବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ମହାପ୍ରତାପୀ ହେବେ । ବ୍ରହ୍ମଗୁଜଳ ହେବେ । ମୌନ ପୌରୁଷ ପତିଆର୍ ଅଧିକାର ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking