30.1 C
Bhubaneswar
Monday, June 16, 2025
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ତୃତୀୟ ଦିନରେ ୫୨,୮୬୮ ପାର୍ଥୀପତ୍ର ଦାଖଲ 

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ତୃତୀୟ ଦିନରେ ୫୨,୮୬୮ ପାର୍ଥୀପତ୍ର ଦାଖଲ 

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ଦିନରେ ୫୨,୮୬୮ ପାର୍ଥୀପତ୍ର ଦାଖଲ ହୋଇଛି । ତିନି ଦିନରେ ନାମାଙ୍କନ ଦାଖଲ କରିଛନ୍ତି ମୋଟ ୭୪,୯୯୬ ପାର୍ଥୀ । ବୁଧବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡିଛି । ତୃତୀୟ ଦିନରେ ୩୭,୨୩୨ ୱାର୍ଡ ମେମ୍ବର, ୮,୯୪୭ ସରପଞ୍ଚ, ୬୨୦୫ ପଞ୍ଚାୟତ ସମିତି ସଭ୍ୟ ଓ ୪୮୪ ଜିଲ୍ଲା ପରିଷଦ ସଭ୍ୟ ମନୋନୟନ ପତ୍ର ଦାଖଲ କରିଛନ୍ତି । ଉଲ୍ଲେଖନୀୟ ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୯୧,୯୧୩ ୱାର୍ଡ ମେମ୍ବର, ୬,୭୯୪ ସରପଞ୍ଚ, ୬,୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking