29.1 C
Bhubaneswar
Saturday, May 4, 2024
HomeUncategorizedକିଶୋରୀ ସହ ଦୁର୍ବୁତ୍ତ କଲେ ଏପରି କାଣ୍ଡ ଜାଣିଲେ ଆଶ୍ଚର୍ଯ୍ୟ ହେବେ

କିଶୋରୀ ସହ ଦୁର୍ବୁତ୍ତ କଲେ ଏପରି କାଣ୍ଡ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗାଜୀପୁର : ଗାଜୀପୁର ଜିଲ୍ଲାର କରଣ୍ଡା ଥାନା ଅଞ୍ଚଳରେ ଏକ ଗାଁରେ ରହୁଥିବା ଜଣେ କିଶୋରୀ ସହିତ ୩ ଜଣ ଲୋକ ସାମୁହିକ ଦୁଷ୍କର୍ମ କରିଥିବା ମାମଲା ସାମନାକୁ ଆସିଛି । ଥାନାଅଧିକାରୀ ଅଜୟ କୁମାର ପାଣ୍ଡେ ରବିବାରରେ କହିଥିଲେଯେ, ପରିବାରର ଅଭିଯୋଗ ଅନୁସାରେ ଆରୋପୀ ମାନଙ୍କୁ ଖୋଜା ଚାଲିଛି ।

ପିଡୀତାଙ୍କ ମା’ ଶନିବାର ଦିନ ଥାନାକୁ ଆସି ଘଟଣାର ଅଭିଯୋଗ କରିଥିଲେ । ତାଙ୍କ କହିବା ଅନୁସାରେ ୨୫ ଫେବୃଆରୀ ଦିନ ତାଙ୍କ ଝିଅ ବିଲକୁ ଯାଇଥିଲା । ସେଠାରେ ପୁର୍ବରୁ ଯଗିକି ରହିଥିବା ୩ ଜଣ ଯୁବକ ତା’ସହ ଦୁଷ୍କର୍ମ କରିଥିଲେ ଓ ପୋଲିସରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ଝିଅଟି ଘରେ ପହଞ୍ଚି ସବୁ କଥା ତା’ ମାଙ୍କୁ ଜଣାଇଥିଲା । ପିଡୀତାଙ୍କ ମା’ ଙ୍କ କହିବା ଅନୁସାରେ ଲୋକ ଲଜ୍ଜ୍ୟା କାରଣରୁ ସେ ରିପୋର୍ଟ ଲେଖଉ ନଥିଲେ । ଯେବେ ତାଙ୍କ ଝିଅର ଅବସ୍ଥା ଖରାପ ହେବାକୁ ଲାଗିଲା ସେ ବାଧ୍ୟ ହୋଇ ପୋଲିସକୁ ଅଭିଯୋଗ କରିଥିଲେ ।

ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଏବେ ୩ ଜଣ ଆରୋପୀ ଫେରାର ଥିବା ବେଳେ ତାଙ୍କ ଖୋଜିବାରେ ଲାଗିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking