ନୂଆଦିଲ୍ଲୀ : ଦୁନିଆରେ ଅନେକ ସ୍ଥାନ ରହିଛି ଯେଉଁଗୁଡ଼ିକ ସମ୍ପର୍କରେ ବହୁତ କମ୍ ଚର୍ଚ୍ଚା ହୁଏ । ଏହି ସୂଚୀରେ ରହିଛି ନାଇଜେରିଆରେ ସ୍ଥିତ ଏକ ଦ୍ଵୀପ । ଏହି ଅନୋଖା ସ୍ଥାନ ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ । ଆଜିକାଲି ଏହି ଦ୍ଵୀପ ବିଷୟରେ ସବୁଆଡ଼େ ଖୁବ୍ ଚର୍ଚ୍ଚା ହେଉଛି । ଏହାର ନାମ ବାନାନା ଦ୍ଵୀପ । ସେଠାରେ ରହୁଥିବା ସବୁ ଲୋକ ଜଣେ ଜଣେ ଅରବପତି ଯେଉଁମାନେ ଦାମୀ ଜୀବନ ଶୈଳୀକୁ ଫଲୋ କରୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ସବୁ ଆରବପତିମାନେ ମିଶି ଏହି ଦ୍ଵୀପକୁ କିଣିଛନ୍ତି ।