28.1 C
Bhubaneswar
Sunday, September 8, 2024
Homeଓଡିଶାବଜ୍ରାଘାତରେ ଚାଲିଗଲା ୧୩ଟି ଗୋରୁଙ୍କ ଜୀବନ

ବଜ୍ରାଘାତରେ ଚାଲିଗଲା ୧୩ଟି ଗୋରୁଙ୍କ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଳକ ଅନ୍ତର୍ଗତ ସୋଗରପସି ପଞ୍ଚାୟତର ଆରଦା ଗ୍ରାମରେ ଅଘଟଣ। ବଜ୍ରପାତ ଘଟି ୧୩ଟି ଗାଇ ଗୋରୁଙ୍କର ମୃତ୍ୟୁ ହୋଇଛି । ଗୋରୁ ଗୁଡ଼ିକ ଗ୍ରାମ ନିକଟ ପଡ଼ିଆରେ ଚରୁ ଥିବା ବେଳେ ବଜ୍ରପାତ ଘଟିଥିଲା ଘଟଣା ସ୍ଥଳରେ ୧୩ଟି ଗାଇଙ୍କର ମୃତ୍ୟୁ ହୋଇଛି ।

ଘଟଣା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଜ ନିଜ ଗୋରୁ ଗାଇ ଚିହ୍ନଟ କରିବା ସହ ମୃତ ଗୋରୁ ମାଲିକ ମାନେ ସରକାରଙ୍କ ପକ୍ଷରୁ କ୍ଷତି ପୁରଣ ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking