34.1 C
Bhubaneswar
Monday, May 25, 2026
Homeଓଡିଶାବାକି ପଇସା ମାଗିବାରୁ ଜାଳିଦେଲେ ଦୋକାନ

ବାକି ପଇସା ମାଗିବାରୁ ଜାଳିଦେଲେ ଦୋକାନ

ଭୁବନେଶ୍ବର: ବାକି ପଇସା ମାଗିବାରୁ ଜାଳିଦେଲେ ଦୋକାନ। ଦେଢ଼ ଶହ ଟଙ୍କା ବାକି ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ଏଭଳି ଏକ ଘଟଣା ଘଟିଛି କ୍ୟାପିଟାଲ ଥାନା ଅଞ୍ଚଳରେ। ୟୁନିଟ-୬ ଅଞ୍ଚଳର ୫୩ ବର୍ଷୀୟା ସରୋଜିନୀ ପ୍ରଧାନଙ୍କ ଉପରେ ହୋଇଛି ଆକ୍ରମଣ। କ୍ୟାପିଟାଲ ହସ୍ପିଟାଲ ନିକଟରେ ମହିଳାଙ୍କ ଦୋକାନଟି ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଗୁରୁତର ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking