28.1 C
Bhubaneswar
Thursday, July 3, 2025
Homeଦେଶ ବିଦେଶରାତିରେ କମ ପରିମାଣର ଖାଦ୍ୟ ଖାଇଲେ ମିଳିଥାଏ ଏହି ସବୁ ଫାଇଦା.....

ରାତିରେ କମ ପରିମାଣର ଖାଦ୍ୟ ଖାଇଲେ ମିଳିଥାଏ ଏହି ସବୁ ଫାଇଦା…..

ନୂଆଦିଲ୍ଲୀ: ଠିକ ଭାବେ ଭୋକ ନହେଉଥିଲେ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ। ଭୋକରେ ରହିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଏହା ବିଷୟରେ.. ଯଦି ଆପଣଙ୍କୁ ଭୋକ ହେଉନଥାଏ ତେବେ ବାଧ୍ୟରେ ବିଲକୁଲ ଖାଦ୍ୟ ଖାଆନ୍ତୁ ନାହିଁ।

ନିୟମିତ ଦହି ପିଅନ୍ତୁ। ଏହାଦ୍ୱାରା ପେଟ ଥଣ୍ଡା ରହେ। ସଠିକ ଭାବେ ଭୋକ ମଧ୍ୟ ହୋଇଥାଏ। ନିୟମିତ ଫଳ ସାଲଡ଼ କିମ୍ବା ଫଳ ଚାଟ୍‌‌ ଖାଆନ୍ତୁ। ପଇଡ଼ ପାଣି, ଲସୀ, ଆମ୍ବ ପଣା, ଲେମ୍ବୁ ପାଣି ସରବତ ଆଦିକୁ ନିଜ ପସନ୍ଦ ମୁତାବକ ନିଶ୍ଚୟ ପିଅନ୍ତୁ।

ଆପଣ ଛତୁଆର ସବବତ ମଧ୍ୟ ପିଇପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।ଜଳଖିଆରେ ଓଟ୍ସ, ବେସନରେ ପ୍ରସ୍ତୁତ ଚକୁଳି, ଉପମା ଖାଆନ୍ତୁ। ରାତି ସମୟରେ କମ ପରିମାଣରେ ଖାଦ୍ୟ ଖାଆନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking